Below header
Browsing Tag

jawans killed

ପାକିସ୍ତାନରେ ବିସ୍ଫୋରଣ, ୫ ଯବାନ ମୃତ

ନୂଆଦିଲ୍ଲୀ (କେନ୍ୟୁଜ): ପାକିସ୍ତାନରେ ବିସ୍ଫୋରଣ, ୫ ମୃତ । ବଲୁଚିସ୍ତାନର କେଚ ଜିଲ୍ଲାରେ ଆତଙ୍କବାଦୀଙ୍କ IED ବିସ୍ଫୋରଣରେ ୫ଜଣ ଯବାନ ନିହତ ହୋଇଛନ୍ତି । ଯବାନମାନେ ଏକ ଗାଡ଼ିରେ ଯାଉଥିବାବେଳେ ସେମାନଙ୍କୁ ଲକ୍ଷ୍ୟ କରି ଆତଙ୍କବାଦୀମାନେ ବିସ୍ଫୋରଣ କରିଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା…

ମାଓବାଦୀ- ପୁଲିସ ଗୁଳି ବିନିମୟ, ଜଗୁଆର୍ ବାହିନୀର ଦୁଇ ଯବାନ ସହିଦ

ରାଉରକେଲା : ମାଓବାଦୀ ଓ ପୋଲିସଙ୍କ ମଧ୍ୟରେ ଗୁଳି ବିନିମୟ ସମୟରେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି । ଏପରି ଅଘଟଣ ଘଟିଛି ଗତକାଲି ରାତିରେ । ଓଡ଼ିଶା ସୀମାନ୍ତ ଠାରୁ ୩୦ କିଲୋମିଟର ଦୂର ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲା ଟେଣ୍ଟୋ ଥାନା ଅନ୍ତର୍ଗତ ହମ୍ଭା ହୁକା ଓ ସର୍ଜନବରୁ ଗ୍ରାମ ଜଂଗଲୀ…

ଛତିଶଗଡ଼ରେ ଆଇଟିବିପି ଯବାନଙ୍କ ଉନ୍ମତ୍ତକାଣ୍ଡ, ସାଥୀ ୫ ଯବାନଙ୍କୁ ଗୁଳିମାରି ହତ୍ୟା ପରେ ନିଜେ କଲେ ଆତ୍ମହତ୍ୟା

ଛତିଶଗଡ଼: ଛତିଶଗଡ଼ରେ ଆଇଟିବିପି ଯବାନଙ୍କ ଉନ୍ମତ୍ତକାଣ୍ଡ। ସାଥୀ ୫ ଯବାନଙ୍କୁ ଗୁଳିମାରି ହତ୍ୟା କରିବା ପରେ ନିଜକୁ ଗୁଳିମାରି ଆତ୍ମହତ୍ୟା। ଅନ୍ୟ ୨ସାଥୀ ଯବାନ ଗୁରୁତର। ବସ୍ତର ଜିଲ୍ଲାର ନାରାୟଣପୁର ଆଇଟିବିପିର କ୍ୟାମ୍ପରେ ଆଜି ସକାଳେ ଘଟିଛି ଅଭାବନୀୟ ଘଟଣା। କାଦେନାର ଠାରେ ଆଇଟିବିପିର…