ପୁରୀରୁ ଲଢିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ! ଏମିତି କହିଲେ ବିଧାୟକ ଜୟନ୍ତ ଷଡଙ୍ଗୀ
ପୁରୀ(କେନ୍ୟୁଜ୍): ପୁରୀରୁ ଲଢିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି !! ପ୍ରତିକ୍ରିୟା ରଖିଲେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ। ଲୋକସଭା ନିର୍ବାଚନରେ ପୁରୀରୁ ମୋଦୀ ନିର୍ବାଚନ ଲଢିବା ନେଇ ଶୁଣିଛନ୍ତି କହିଲେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ପୁରୀବାସୀଙ୍କ ଇଚ୍ଛା ଓ ମହାପ୍ରଭୁଙ୍କ ଆର୍ଶୀବାଦ ରହିଲେ…