ଜିନ୍ସର ଦାମ ୫ କି ୧୦ ଲକ୍ଷ ନୁହେଁ ମୂଲ୍ୟ ରହିଛି ୯୪ ଲକ୍ଷ, ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ
ମଣିଷ ବିକାଶ ଦିଗକୁ ବଢ଼ିବା ସମୟରେ ଖାଦ୍ୟ ସହିତ ନିଜ ପାଇଁ ବସ୍ତ୍ରର ବ୍ୟବସ୍ଥା ମଧ୍ୟ କରିଥିଲା । ପ୍ରଥମେ ବସ୍ତ୍ର ଭାବେ ପତ୍ର ବ୍ୟବହାର କରିଥିଲା ପରେ ଚମଡ଼ା ଏହାର ସ୍ଥାନ ନେଇଥିଲା । ଏବଂ ବର୍ତ୍ତମାନ ଜିନ୍ସ ଆଧୁନିକ ମଣିଷର ଅଙ୍ଗକୁ ଲୁଚେଇବା ପାଇଁ ବ୍ୟବହାର ହେଉଛି । ବର୍ତ୍ତମାନ ସମୟରେ…