ଆଇଆଇଟି ଜାଣିନଥିବା ପିଲା ପ୍ରଥମ ପ୍ରୟାସରେ କଲେ ଜେଇଇ କ୍ରାକ
୨୦୧୯ ମସିହାରେ ଅରୁନ ଜାଣିନଥିଲେ ଆଇଆଇଟିର ମାନେ କ’ଣ। କିନ୍ତୁ ୨୦୨୧ରେ ଜେଇଇ ଆଡଭାନ୍ସ ଦେଲେ ଆଉ ପ୍ରଥମ ଚେଷ୍ଟାରେ ଟପ କରିଛନ୍ତି ପି. ଅରୁନ କୁମାର । ତାଙ୍କର ର୍ୟାଙ୍କ ହେଉଛି ୨,୫୦୩ । ୧୭ ବର୍ଷୀୟ ଅରୁନ ଇଣ୍ଡିଆନ ଇଷ୍ଟିଟ୍ୟୁଟ ଅଫ ଟେକ୍ନୋଲୋଜିରେ ଆଡମିସନ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି…