Below header
Browsing Tag

Jewar Airport

ବଦଳିପାରେ ଯମୁନା ଏକ୍ସପ୍ରେସ ୱେର ନାମ ! ଦେଶର ସବୁଠାରୁ ବଡ ଏୟାରପୋର୍ଟର ଭୂମି ପୂଜନ ସମୟରେ ହୋଇପାରେ ଘୋଷଣା

ଉତ୍ତରପ୍ରଦେଶ ସରକାର ଯମୁନା ଏକ୍ସପ୍ରେସ ୱେର ନାମ ବଦଳିବା ନେଇ ବିଚାର ବିମର୍ଷ ଆରମ୍ଭ କରିଦେଇଛନ୍ତି । ଖବର ମୁତାବକ, ଏହାର ନାମ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ ହୋଇପାରେ । କୁହାଯାଉଛି କି, ଜେବର ଏୟାରପୋର୍ଟର ଭୂମି ପୂଜନ ସମୟରେ ଏହାର…

ସମ୍ପୂର୍ଣ୍ଣ ଡିଜିଟାଲ ରୂପରେ ନୋଏଡାରେ ହେବ ଏସିଆର ସବୁଠୁ ବଡ଼ ଏୟାରପୋର୍ଟ, ଖର୍ଚ୍ଚ ହେବ ୨୯,୫୦୦ କୋଟି ଟଙ୍କା !

ଏସିଆର ସବୁଠାରୁ ବଡ଼ ଜେୱର ଆନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣର ପଥ ଏବେ ସହଜ ହେବାକୁ ଯାଉଛି। ଏହି ଏୟାରପୋର୍ଟର ନିର୍ମାଣ ପାଇଁ ସ୍ୱିଜରଲାଣ୍ଡର Zurich International Airport Limited AG ଏବଂ ଯମୁନା ଅଥରୀଟି ଅଫ ଗୌତମ ବୁଦ୍ଧ ନଗର ମଧ୍ୟରେ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଛି।…