Browsing Tag

jhamu yatra

ଆଜିଠୁ କାକଟପୁର ମା’ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା, ଲାଗିଛି ଭକ୍ତଙ୍କ ଭିଡ଼

କାକଟପୁର ମା ମଙ୍ଗଳାଙ୍କ ଆଜିଠାରୁ ଆରମ୍ଭ ହେଲା ଚୈତ୍ରମାଷ ମଙ୍ଗଳବାର ପାଳିଯାତ୍ରା, ଚୈତ୍ରମାଷର ପ୍ରଥମ ମଙ୍ଗଳବାରରେ ପ୍ରଥମ ପାଳିଯାତ୍ରା ଆଜି ଆରମ୍ଭ ହୋଇଛି । ହୋଲିରେ ଯାତ୍ରା ଆରମ୍ଭ ହେଉଥିବା ବେଳେ ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ । ଆଜିଠୁ ମା'ଙ୍କର ପ୍ରସିଦ୍ଧ…

କରୋନା ସାଜିଲା ପାଚେରୀ, ବିନା ଭକ୍ତରେ ଆରମ୍ଭ ହେଲା ମା’ ମଙ୍ଗଳାଙ୍କ ପ୍ରଥମ ପାଳି ଝାମୁଯାତ୍ରା

ଆଜିଠାରୁ ଆରମ୍ଭ ହୋଇଛି ପୁରୀ ଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା' ମଙ୍ଗଳାଙ୍କ ଚୈତ୍ରମାସର ପ୍ରସିଦ୍ଧ ଝାମୁ ଯାତ୍ରା। ଏହି ଝାମୁ ଯାତ୍ରାରେ ରାଜ୍ଯର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। କିନ୍ତୁ ଏଥରକ ବିନା ଭକ୍ତରେ ଆରମ୍ଭ ହୋଇଛି ମା'ଙ୍କ ଯାତ୍ରା। କରୋନାର…

କାକଟପୁର : ମା’ ମଙ୍ଗଳାଙ୍କ ଝାମୁ ଯାତ୍ରା ନିରାଡ଼ମ୍ବର ଭାବରେ ଶେଷ, ପ୍ରବଳ ଆର୍ଥିକ କ୍ଷତି ସହିଲେ ଭୋଗ ଓ ଦୀପ ଦୋକାନୀ

କାକଟପୁର (କେନ୍ୟୁଜ୍‌) : କାକଟପୁର ମା ମଙ୍ଗଳାଙ୍କ ପୀଠରେ ଏକମାସ ବ୍ୟାପୀ ଝାମୁ ଯାତ୍ରା ଶେଷ ହୋଇଛି । ତେବେ ଅତ୍ୟନ୍ତ ନିରାଡ଼ମ୍ବର ଭାବରେ, ଭକ୍ତଙ୍କ କୋଳାହଳବିନା ଉତ୍ସବ ସରିଛି । କରୋନା ଭୂତାଣୁର ସଂକ୍ରମଣକୁ ରୋକିବାକୁ ରାଜ୍ୟ ସରକାର ତାଲାବନ୍ଦ ଘୋଷଣା କଲେ । ତାର ସିଧା ସଳଖ ପ୍ରଭାବ ମା…