Browsing Tag

jharaphula update case

ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାଏକଙ୍କୁ କରାଯାଇଛି ହତ୍ୟା, ସ୍ପଷ୍ଟ କଲେ ଯାଜପୁର ଏସ୍‌ପି

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାଏକଙ୍କୁ ହତ୍ୟା କରାଯାଇଛି । ସ୍ପଷ୍ଟ କଲେ ଯାଜପୁର ଏସ୍‌ପି ରାହୁଲ ପିଆର। ଗତକାଲି ଆଉ ଜଣେ ଅଭିଯୁକ୍ତ ଅମରେଶ ରାଉତକୁ ଗିରଫ କରି କୋର୍ଟ ଚାଲାଣ କରିଛି କୁଆଖିଆ ପୋଲିସ। ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ସହଯୋଗ କରିବା ଅଭିଯୋଗରେ…

ଭୁବନେଶ୍ୱରରେ ଚାଲିଛି ରାକେଶର ମାରାଥନ ଜେରା, ଗେଷ୍ଟ ହାଉସରେ ଡେମୋ ଦେଖଉଛି ଅଭିଯୁକ୍ତ

ଭୁବନେଶ୍ୱର(କେ ନ୍ୟୁଜ):  ଭୁବନେଶ୍ୱର ଆସିଲା ରାକେଶ । ଭୁବନେଶ୍ୱର ସ୍ଥିତ ଗେଷ୍ଟ ହାଉସରେ ପ୍ରକୃତରେ କଣ ଘଟିଥିଲା ତାହାର ଡେମୋ ଦେଖଉଛି ରାକେଶ । ୨୬ ତାରିଖ ରାତିରେ ହୋଟେଲରେ ଝରଫୁଲଙ୍କ ସହ କଣ ଘଟିଥିଲା ସେଗୁଡିକୁ ଆକ୍ସନ ଜରିଆରେ କହୁଛି ରାକେଶ । କେମିତି ଆଉ କେଉଁ କାରଣ ପାଇଁ ହୋଇଥିଲା…