Browsing Tag

Jharkhand Police

”ମୋବାଇଲ ବ୍ୟାଙ୍କ” ସାହାଯ୍ୟରେ ଅନଲାଇନ କ୍ଲାସ ପାଇଁ ଗରିବ ପିଲାଙ୍କୁ ଦିଆଯିବ ମାଗଣା ସ୍ମାର୍ଟଫୋନ

କରୋନା କାଳରେ ସବୁକିଛି ଠପ୍‌ ପଡିଥିବା ବେଳେ ପିଲାଙ୍କ ପାଠପଢ଼ା ମଧ୍ୟ ବାଧା ପ୍ରାପ୍ତ ହେଉଛି। ସରକାର ପିଲାଙ୍କ ପାଠପଢ଼ା ପାଇଁ ଯଥା ସମ୍ଭବ ନୀତି ଆପଣାଉଛନ୍ତି। କରୋନାରେ ପିଲାଙ୍କ କୋର୍ସ ସାରିବା ପାଇଁ ଏବେ ସ୍ମାର୍ଟଫୋନର ଗୁରୁତ୍ୱ ବେଶ ବଢ଼ିଯାଇଛି। ଡିଜିଟାଲ ଯୁଗରେ ସ୍ମାର୍ଟଫୋନରେ ପାଠପଢ଼ା…

କର୍ମଚାରୀ ମାଗିଲେ ବେତନ, ଧରାଇ ଦିଆଗଲା ଲଲିପପ୍‌! ଜାଣନ୍ତୁ ଝାଡ଼ଖଣ୍ଡ ପୋଲିସର ଭିତିରି କଥା

ଝାଡ଼ଖଣ୍ଡ ପୋଲିସ ଏବେ ନିଜ ଭାଗ୍ୟକୁ ନିନ୍ଦୁଛି। ଲୋକଙ୍କ ସୁରକ୍ଷା ପାଇଁ ଦିନରାତି ଏକାକାର କରି କାମ କରୁଥିବା ପୋଲିସ କର୍ମଚାରୀ ସପ୍ତାହକ ୭ ଦିନ ଡ୍ୟୁଟି କରୁଥିଲେ ମଧ୍ୟ ସରକାରଙ୍କ ତରଫରୁ ସେମାନଙ୍କୁ ବେତନ ନାଁରେ ଠକେଇ କରାଯାଉଛି। ପୋଲିସ ବିଭାଗରେ ଗୋଟିଏ ମାସର ଅତିରିକ୍ତ ବେତନକୁ ନେଇ ଏବେ…