Browsing Tag

Johnson and Johnson

ଜନସନ-ଆଣ୍ଡ-ଜନସନ ଟୀକା ଡେଲଟା ଭାରିଏଣ୍ଟ ବିରୁଦ୍ଧରେ ସବୁଠୁ ବଡ଼ ଅସ୍ତ୍ର, କମ୍ପାନୀ ପକ୍ଷରୁ ସୂଚନା

କରୋନା ଭାଇରସର ଡେଲ୍ଟା ପ୍ଲସ ଭାରିଏଣ୍ଟ ଏବେ ସମସ୍ତଙ୍କ ମନରେ ଭୟ ଖେଳାଉଛି । ଫୁସପୁସ୍‌କୁ ଅଧିକ ସଂକ୍ରମିତ କରୁଛି ବୋଲି ରିପୋର୍ଟରୁ ପ୍ରକାଣ ପାଇଛି । ଏହାର ଅନେକ ମାମଲା ଦୁନିଆରେ ଦେଖାଗଲାଣି । ଦକ୍ଷିଣ ଆଫ୍ରିକାରେ ଏହା ଯୋଗୁଁ ଅନେକଙ୍କ ମୃତ୍ୟୁ ହୋଇଛି । ଏହାପାଇଁ ସରକାର କରୋନାର…

ଆମେରିକାରେ Johnson & Johnson ଭ୍ୟାକ୍ସିନ୍‌କୁ ମିଳିଲା ମଞ୍ଜୁରୀ, ଗୋଟିଏ ଡୋଜ୍‌ ହିଁ ଯଥେଷ୍ଟ

Moderna ଓ Pfizer ପରେ ଏବେ ଆମେରିକାରେ ତୃତୀୟ ଭ୍ୟାକ୍ସିନ୍‌କୁ ବି ମଞ୍ଜୁରୀ ମିଳିଯାଇଛି। ଫୁଡ୍‌ ଆଣ୍ଡ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେଶନ ଜନ୍‌ସନ ଆଣ୍ଡ ଜନ୍‌ସନ(J&J) ଭ୍ୟାକ୍ସିନ୍‌କୁ ଅନୁମୋଦନ ଦେଇଛି। ଏହି ଭ୍ୟାକ୍ସିନ୍‌ ୨ ପରିବର୍ତ୍ତେ କେବଳ ଗୋଟିଏ ହିଁ ଡୋଜ୍‌ରେ ପ୍ରଭାବଶାଳୀ ରହିବ।…

ପୁଣି Johnson & Johnson କୁ ନେଇ ଉଠିଲା ବିବାଦ, ୧୨୦ ମିଲିୟନ ଡଲାର ଜୋରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ…

ପ୍ରସିଦ୍ଧ ମଲ୍ଟି ନ୍ୟାସନାଲ କମ୍ପାନୀ ଜନସନ ଆଣ୍ଡ ଜନସନକୁ ନେଇ ପୁଣି ଥରେ ବିବାଦ ମୁଣ୍ଡ ଟେକିଛି । ଏହି ବେବି ପାଉଡରରେ କ୍ୟାନ୍ସର ତତ୍ତ୍ୱ ଥିବା ନେଇ ପୂର୍ବରୁ ଅନେକ ବିବାଦ ମୁଣ୍ଡ ଟେକି ଥିବା ବେଳେ ଏବେ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ନିକଟରେ ନ୍ୟୁୟର୍କର ଏକ ଅଦାଲତ କମ୍ପାନୀ ଉପରେ ୧୨୦…

ଖୁବ ଶୀଘ୍ର କରୋନା ଟୀକା ଲଞ୍ଚ କରିବାକୁ ଯାଉଛି Johnson & Johnson, ସରିଲାଣି ଦୁଇଟି ପର୍ଯ୍ୟାୟ ଟ୍ରାଏଲ

କୋରନା ସଂକ୍ରମଣ ବିରୋଧୀ ଲଢେଇରେ ଏକ ଖୁସି ଖବର ଆଣିଛି ବିଶ୍ବର ଏକ ଜଣାଶୁଣା କମ୍ପାନୀ Johnson ଆଣ୍ଡ Johnson । ଜନସନ୍‌ ଆଣ୍ଡ ଜନସନ୍‌ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରୋନା ଟିକା, ପ୍ରତିରୋଧକ ଶକ୍ତି ବଢ଼ାଇବାରେ ବେଶ୍‌ ସହାୟକ ହେଉଥିବା ପ୍ରାଥମିକ ପରୀକ୍ଷଣରୁ ଜଣାପଡ଼ିଛି । ପ୍ରଥମ ଓ ଦ୍ୱିତୀୟ…

ବ୍ୟାନ ହେଲା ବେବି ପ୍ରଡକ୍ଟ : ଆଉ ବଜାରରେ ମିଳିବନି Johnson And Johnsonର ସାମ୍ପୁ ଓ ପାଉଡର

ଆଉ ବିକ୍ରି ହେବନି ଜନସନ ଆଣ୍ଡ ଜନସନ ବ୍ରାଣ୍ଡର ସାମ୍ପୁ ଓ ପାଉଡର। ଏହି ଦୁଇଟି ଜିନିଷର ବିକ୍ରି ଉପରେ ରୋକ ଲଗାଇଛନ୍ତି ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିସନ - ଏନସିପିସିଆର। ଜନସନ ଆଣ୍ଡ ଜନସନ ବ୍ରାଣ୍ଡର ସାମ୍ପୁ ଓ ପାଉଡରର ବିକ୍ରି ଉପରେ ରୋକ ଲଗାଇବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ…

ବର୍ଷ ବର୍ଷର ବିଶ୍ବାସରେ ବିଷ , Johnson and Johnson ବେବି ପାଉଡ଼ରରୁ ହେଉଛି କ୍ୟାନ୍ସର

ଲସଏଞ୍ଜଲର୍ସ : କଣ ଆପଣ ମଧ୍ୟ ଆପଣଙ୍କ ଶିଶୁ ପାଇଁ ବ୍ୟବହାର କରୁଛନ୍ତି Johnson and Johnson ପାଉଡ଼ର। ତେବେ ସାବଧାନ ଆପଣ ଜାଣିଶୁଣି ନିଜର ଛୋଟ ଶିଶୁର ଜୀବନ ସହ ଖେଳୁଛନ୍ତି। ଆଜ୍ଞା ହଁ ଏହା ଆମେ କହୁନାହୁଁ ବରଂ ରାୟଟରର ଏକ ରିପୋର୍ଟରୁ ଜଣାପଡ଼ିଛି। ରିପୋର୍ଟ ମୁତାବକ, ଆମେରିକାର କମ୍ପାନି…