Browsing Tag

jupiter and saturn

ଆଜି ଆକାଶରେ ଦେଖାଯିବ ବିରଳ ମହାଜାଗତିକ ଦୃଶ୍ୟ: ସନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ ନିକଟତର ହେବେ ବୃହସ୍ପତି ଏବଂ ଶନି

କେନ୍ଯୁଜ୍: ଆଜି ଆକାଶରେ ଦେଖାଯିବ ବିରଳ ମହାଜାଗତିକ ଦୃଶ୍ୟ । ନିକଟତର ହେବେ ଦୁଇ ଗ୍ରହ ବୃହସ୍ପତି ଓ ଶନି । ସନ୍ଧ୍ୟା ୬ଟାରୁ ସଂଧ୍ୟା ୭ଟା ମଧ୍ୟରେ ଆକାଶରେ ନିକଟତର ହେବେ ବୃହସ୍ପତି ଏବଂ ଶନି। ପ୍ରାୟ ୪୦୦ ବର୍ଷ ପରେ ଏହା ସଂଗଠିତ ହେବ । ଏହା ଏକ ବିରଳ ଘଟଣା । ଖାଲି ଆଖିରେ ସମସ୍ତେ ଏହାକୁ…

ଚାରି ଶହ ବର୍ଷ ପରେ ଆକାଶରେ ଦେଖାଯିବ ଅଦଭୁତ ଦୃଶ୍ୟ, ଜ୍ୟୋତିଷଙ୍କ ମତରେ ବଦଳିବ ବିଶ୍ୱର ଭାଗ୍ୟ

ପାଖାପାଖି ହେବେ ବୃହସ୍ପତି ଓ ଶନି । ମହାକାଶରେ ଦେଖାଦେବ ଏହି ବିରଳ ଦୃଶ୍ୟ । ଆସନ୍ତାକାଲି ଅର୍ଥାତ୍‌ ୨୧ ତାରିଖ ଦିନ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । ପ୍ରାୟ ୪ ଶହ ବର୍ଷ ପରେ ଏଭଳି ସଂଯୋଗ ଘଟିଛି । ଶେଷଥର ପାଇଁ ୧୬୨୩ ମସିହାରେ ବୃହସ୍ପତି ଓ ଶନି ଗ୍ରହ ପାଖାପାଖି ହୋଇଥିଲେ ବୋଲି…

୪୦୦ ବର୍ଷ ପରେ ସୌରମଣ୍ଡଳରେ ହେବ ବିରଳ ସଂଯୋଗ, ଅତି ନିକଟତର ହେବେ ବୃହସ୍ପତି ଓ ଶନି

ମହାକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ । ଖ୍ରୀଷ୍ଟମାସରେ ସୌରମଣ୍ଡଳରେ ଅତି ନିକଟତର ହେବେ ବୃହସ୍ପତି ଓ ଶନି । ପ୍ରାୟ ୪୦୦ ବର୍ଷ ପରେ ସୌରମଣ୍ଡଳର ଦୁଇଟି ବୃହତ୍ତମ ଗ୍ରହ ଅତି ନିକଟତର ହେବାକୁ ଯାଉଛନ୍ତି । ଡିସେମ୍ବର ୨୧ ତାରିଖ ରାତିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିବ । ବୃହସ୍ପତି ଓ ଶନି…