ଲୋକପ୍ରିୟ ପପ୍ ଷ୍ଟାର ତଥା ଆଷ୍ଟ୍ରୋ ସଦସ୍ୟ ମୁନବିନଙ୍କ ମୃତ୍ୟୁ, ଆତ୍ମହତ୍ୟା କରିଥିବା ସନ୍ଦେହ
ଲୋକପ୍ରିୟ ପପ୍ ଷ୍ଟାର ତଥା ଆଷ୍ଟ୍ରୋ ସଦସ୍ୟ ମୁନବିନ୍ଙ୍କ ମୃତ୍ୟୁ ହୋଇଛି । ମାତ୍ର ୨୫ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଛି । ଖବର ଅନୁଯାୟୀ, ସିଓଲର ଗାଙ୍ଗନାମ୍-ଗୁ ସ୍ଥିତ ତାଙ୍କ ବାସଭବନରେ ମୃତଦେହ ମିଳିଛି । ସେ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ପୋଲିସ ତାଙ୍କ ମୃତଦେହକୁ…