ଚନ୍ଦ୍ରାୟନ-୨ ପରେ ଚନ୍ଦ୍ରାୟନ-୩ ଚନ୍ଦ୍ରକୁ ପ୍ରେରଣ କରାଯିବା ନେଇ ଇସ୍ରୋ ପକ୍ଷରୁ ପ୍ରସ୍ତୁତି ଆରମ୍ଭ : କେ. ଶିବନ୍
ବେଙ୍ଗାଲୁରୁ(କେନ୍ୟୁଜ୍): ଚନ୍ଦ୍ରାୟନ-୨ ପରେ ଇସ୍ରୋ ପକ୍ଷରୁ ଚନ୍ଦ୍ରାୟନ-୩ ଚନ୍ଦ୍ରକୁ ପ୍ରେରଣ କରାଯିବ । ତେବେ ଏନେଇ ପୂର୍ବରୁ ଇସ୍ରୋ ମୁଖ୍ୟ କେ. ଶିବନ୍ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଚନ୍ଦ୍ରାୟନ-୨ ର ୯୫% ସଫଳ ପରେ ଚନ୍ଦ୍ରାୟନ-୩ ପୁଣି ପ୍ରେରଣ କରାଯିବ। ଚନ୍ଦ୍ରାୟନ-୩ର ପ୍ରସ୍ତୁତି…