Below header
Browsing Tag

kalabaisakhi in odisha

ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ: ୩ ମୃତ, ୨ଜଣ ଗୁରୁତର

ଭୁବନେଶ୍ବର(କେନ୍ୟୁଜ୍):କାଳବୈଶାଖୀ ତାଣ୍ଡବ । ପଶ୍ଚିମ ଓଡ଼ିଶାର ୬ଟି ଜିଲ୍ଲାରେ ଅସହ୍ୟ ତାତି ହେଉଥିବା ବେଳେ ୯ଟି ଜିଲ୍ଲାରେ ତାଣ୍ଡବ ରଚିଛି କାଳବୈଶାଖୀ । ଚଳିତ ବର୍ଷର ପ୍ରଥମ କାଳବୈଶାଖୀ ଓ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ୨ଜଣ ଗୁରୁତର ହୋଇଛନ୍ତି । ଗଞ୍ଜାମ, ଗଜପତି, କନ୍ଧମାଳ,…

କନ୍ଧମାଳ କ.ନୂଆଗାଁ ବ୍ଲକରେ କାଳବୈଶାଖୀର ତାଣ୍ଡବ: ପ୍ରବଳ ପବନ ସାଙ୍ଗକୁ କୁଆ ପଥର ବର୍ଷାରେ ବ୍ୟାପକ କ୍ଷୟକ୍ଷତି

ବାଲିଗୁଡା: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକରେ କାଳବୈଶାଖୀର ତାଣ୍ଡବ। ପ୍ରବଳ ପବନ ସାଙ୍ଗକୁ କୁଆ ପଥର ବର୍ଷାରେ ବ୍ୟାପକ କ୍ଷୟକ୍ଷତି। ମହାଶିଙ୍ଘ ଓ ଶୀର୍ତ୍ତିଗୁଡା ପଂଚାୟତର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତାରେ ପଡିଛିି । ଏହାସହ ମହାଶିଙ୍ଘ ପଂଚାୟତର ପୁରୁଣାସାହି, ତେଲି ସାହି,…

ଟିଟିଲାଗଡରେ କାଳବୈଶାଖୀର ତାଣ୍ଡବ: ଭାଙ୍ଗିଲା ଗଛ, ଉଡିଲା ଜରି

ଟିଟିଲାଗଡ: ଟିଟିଲାଗଡରେ କାଳବୈଶାଖୀର ତାଣ୍ଡବ। ପବନ ସାଙ୍ଗକୁ ଅସରାଏ ବର୍ଷା। ସକାଳ ୯.୩୦ ମିନିଟ୍‌ ସମୟରେ ସଂଧ୍ୟାର ଭ୍ରମ ସୃଷ୍ଟି କରି ମାଡି ଆସିଥିଲା କଳା ବାଦଲ। ପବନର ଗତି ଏତେ ଭୟଙ୍କର ଥିଲା ଯେ, ଗଛ ଲତା ସବୁ ଦୋହଲି ପଡୁଥିଲା। ତୁହାକୁ ତୁହା ବର୍ଷାରେ ତତଲାଗଡର ମାଟି ବେଶ ଥଣ୍ଡା…

ବଦଳିଲା ପାଣିପାଗ ମିଜାଜ୍ : ଆଗାମୀ ୪୮ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ବଦଳିଲା ପାଣିପାଗ ମିଜାଜ। ସକାଳୁ ପାଗରେ ହଠାତ ପରିବର୍ତ୍ତନ ହୋଇଛି। ଆଗାମୀ ୪୮ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀର ଚେତାବନୀ ଦେଇଛି ପାଣିପାଗ ବିଭାଗ। ଟ୍ରଫ୍‌ଲାଇନ ପ୍ରଭାବରେ ଉତ୍ତର ଉପକୂଳ ଓଡିଶାରେ ବିଜୁଳି ଘଡଘଡ଼ି ସହ ବର୍ଷା ସମ୍ଭାବନା…

ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଦୁଇ ଦିନ ଧରି ପ୍ରବଳ ବର୍ଷା ସମ୍ଭାବନା ! ୯ଟି…

ଭୁବନେଶ୍ବର: ଆସନ୍ତା ୮ରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ପୂର୍ବରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ୧୦ ତାରିଖ ଆଡ଼କୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସହ ଓଡ଼ିଶାକୁ ପ୍ରବେଶ କରିବ ମୌସୁମୀ। ଆଞ୍ଚଳିକ ପାଣିପାଗ ବିଜ୍ଞ‌ାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ…

ଆସନ୍ତାକାଲି ବଡ଼ ଧରଣର କାଳବୈଶାଖୀ ସମ୍ଭାବନା! ବିଜୁଳି ଓ ଘଡ଼ଘଡ଼ି ସହ ହେବ ପ୍ରବଳ ବର୍ଷା

ଭୁବନେଶ୍ବର: ଆସନ୍ତାକାଲି ବଡ଼ ଧରଣର କାଳବୈଶାଖୀ ହେବାର ସମ୍ଭାବନା ରହିଛି । ୫୦ରୁ ୬୦କିମି ବେଗରେ ପବନ ବହିବା ସହିତ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବ। କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ବି ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୧୪ ଜିଲ୍ଲାକୁ ଅରେଞ୍ଜ…

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିଛିି କାଳବୈଶାଖୀ ବର୍ଷା, ୨୮ତାରିଖ ପର୍ଯ୍ୟନ୍ତ ଲାଗିରହିବ ଏଭଳି ପାଗ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ଜାରି ରହିଛିି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ  କରିଛି ପାଣିପାଗ ବିଭାଗ । ଏହି ସମୟରେ ବଜ୍ରପାତ ସହ ବର୍ଷା ହେବ। ଘଣ୍ଟା ପ୍ରତି…

ତାତିରୁ ମିଳିଲା ଆଶ୍ୱସ୍ତି, କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା

କେନ୍ୟୁଜ୍ : ତାତିରୁ ମିଳିଲା ଆଶ୍ୱସ୍ତି । କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପବନ ହୋଇଛି। କେତେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବା ବେଳେ ଘରର ଛପର ଉଡି ଯାଇଛି। ଗତକାଲି ରାତିରେ ତାଳଚେରରେ ଏନଟିପିସି ମାର୍କେଟ ନିକଟ ଏକ୍ସିସ…