Browsing Tag

kalahandi sp

କଳାହାଣ୍ଡି ଏସ୍‌ପି ବି ଗଙ୍ଗାଧରଙ୍କୁ ମାଓବାଦୀଙ୍କ ହତ୍ୟା ଧମକ

କେନ୍ୟୁଜ (ବ୍ୟୁରୋ): ଏସପିଙ୍କୁ ହତ୍ୟା ଧମକ । କଳାହାଣ୍ଡି ଏସପି ବି. ଗଙ୍ଗାଧରଙ୍କୁ ପୋଷ୍ଟରରେ ମାଓ ଧମକ ମିଳିଛି । କଳାହାଣ୍ଡି କନ୍ଧମାଳ ସୀମାନ୍ତ ଜୁରାଖମନ-ମୋହନଗିରି ଠାରେ କେକେବିଏନ ମାଓ ସଂଗଠନ ପକ୍ଷରୁ ଲାଗିଛି ପୋଷ୍ଟର । ଯେଉଁଥିରେ କଳାହାଣ୍ଡି ସୀମାନ୍ତରେ କମ୍ବିଂ ଅପରେସନ ବନ୍ଦ…

କଳାହାଣ୍ଡି ଏସ୍‌ପିଙ୍କ ନିଆରା ଅନ୍ଦାଜ, ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ଲୋକଙ୍କ ସହ ମିଶି ବଜାଇଲେ ଢୋଲ

କଳାହାଣ୍ଡି(କେନ୍ୟୁଜ୍): ଢୋଲ ବଜାଇଲେ ଗଙ୍ଗାଧର । କଳାହାଣ୍ଡି ଏସ୍‌ପି ବାତୁଲା ଗଙ୍ଗାଧର । ଗତକାଲି ଥିଲା କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା । ଜେନାଖାଲରୁ ମନ୍ଦିର ପର୍ଯ୍ୟନ୍ତ ୪ କିଲୋମିଟର ଯାଏ ଶୋଭାଯାତ୍ରା ହୋଇଥିଲା । ମା’ ମାଣିକେଶ୍ୱରୀଙ୍କ ପୀଠରେ…