Browsing Tag

kalia Scheme

ବିଜେପି ଚାପରେ କାଳିଆ ଯୋଜନାକୁ ବନ୍ଦ କରି ଦିଆଯାଇଛି : ବିଜେଡି

ଭୁବନେଶ୍ବର : ରାଜ୍ୟର କୃଷକଙ୍କ ପାଇଁ ଲାଗୁ ହୋଇଥିବା କାଳିଆ ଯୋଜନାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ବନ୍ଦ କରିଦେଇଛନ୍ତି । ବିଜେପି ଚାପରେ କାଳିଆ ଯୋଜନାକୁ ବନ୍ଦ କରି ଦିଆଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷପାତିତା ବିରୋଧରେ ନିର୍ବାଚନ କମିଶନଙ୍କ ଫେରାଦ ହେବ ବିଜେଡି। ଏହି…

କୌଣସି ବି ଯୋଗ୍ୟ ହିତାଧିକାରୀ କାଳିଆରୁ ହେବେ ନାହିଁ ବଞ୍ଚିତ, ଆଜି ପ୍ରକାଶ ପାଇବ ଚିଠା ତାଲିକା

ଆଜି ପ୍ରକାଶ ପାଇବ କାଳିଆ ଯୋଜନାରେ ଚିଠା ତାଲିକା । ଏହା ପରେ ହିତାଧିକାରୀଙ୍କ ତାଲିକାକୁ ଯାଞ୍ଚ କରାଯିବ । ନିକଟରେ ରାଜ୍ୟ ସରକାର ଆଉ ୧୦ ଲକ୍ଷ ହିତାଧିକାରୀଙ୍କୁ କାଳିଆ ଯୋଜନାରେ ସାମିଲ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆବେଦନକାରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ନାମମାତ୍ର, କ୍ଷୁଦ୍ର,…

କାଳିଆ-କିଷାନ ନେଇ ରାଜ୍ୟ ରାଜନୀତି ସରଗରମ, ମୋଦି ପାଦେ ଆଗକୁ ବଢିଲେ ଦି ପାଦ ଆଗକୁ ଯାଉଛନ୍ତି ନବୀନ ସରକାର

ଭୁବନେଶ୍ବର : ଆଗକୁ ନିର୍ବାଚନ । ତା ପୂର୍ବରୁ ବିଜେଡି ଓ ବିଜେପି ମଧ୍ୟରେ ବଳ କଷାକଷି । ବିଜେପି ପାଦେ ତ ବିଜେଡି ଦି ପାଦ ଆଗରେ । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଚାଷୀଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏଁ ଯାଇଛି । ତିନୋଟି…

କାଳିଆ ଯୋଜନାକୁ ରାଜ୍ୟପାଳଙ୍କ ପ୍ରଶଂସା

ଭୁବନେଶ୍ବର : ରାଜ୍ୟପାଳଙ୍କ ଅଭିଭାଷଣରେ କାଳିଆ ଯୋଜନା । ଏହି ଯୋଜନାରେ ୯୨ ପ୍ରତିଶତ ଚାଷୀ, ଭାଗ ଚାଷୀ ଏବଂ ଭୂମିହୀନ କୃଷି ଶ୍ରମିକ ଉପକୃତ ହେବେ । ଏ ଭିତରେ ୧୨.୪୫ ଲକ୍ଷ କ୍ଷୁଦ୍ର ତଥା ନାମମାତ୍ର ଚାଷୀ ଓ ପ୍ରାୟ ୫୮ ହଜାର ଭାଗଚାଷୀଙ୍କ ଆକାଉଣ୍ଟରେ ୫ ହଜାର ଟଙ୍କା ହିସାବରେ ୬୫୨ କୋଟି ଟଙ୍କା…

ବଢିଲା କାଳିଆ କଳେବର, ଆରମ୍ଭ ହେଲା କାଳିଆ ବୃତ୍ତି . . . ଚାଷୀ ପରିବାରର ଭବିଷ୍ୟତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ବର : ଲୋକପ୍ରିୟ ହେଲାଣି କାଳିଆ । ଚାଷୀଙ୍କ ଆକାଉଣ୍ଟକୁ ଅର୍ଥ ଗଲାଣି । କାଳିଆ ମଡେଲକୁ ପ୍ରଂଶସା ମିଳୁଛି। ଏପରିକି ଦେଶରେ କାଳିଆକୁ ଅନୁକରଣ କରାଯାଉଛି। କିନ୍ତୁ ନବୀନ ପଟ୍ଟନାୟକ କେବଳ କାଳିଆରେ ଅକଟି ନାହାନ୍ତି। ଚାଷୀ ପରିବାରର ଭବିଷ୍ୟତ ଲାଗି, ଆଜି ଏଥିରେ ଯୋଡ଼ି ହୋଇଛି କାଳିଆ…

୨୬ ତାରିଖ ସୁଦ୍ଧା କାଳିଆ ଯୋଜନାରେ ହିତାଧିକାରୀଙ୍କୁ ମିଳିବ ଟଙ୍କା

ଭୁବନେଶ୍ବର : ଆସନ୍ତା ୨୬ ତାରିଖ ସୁଦ୍ଧା ଚାଷୀଙ୍କୁ ମିଳିବ କାଳିଆ ଯୋଜନାରେ ଟଙ୍କା। ପ୍ରଥମ ପର୍ଯ୍ୟାୟରେ ମୋଟ୍‌ ୧୨ ଲକ୍ଷ ୪୦ ହଜାର ଚାଷୀଙ୍କୁ ଆର୍ଥିକ ସହାୟତା ଦିଆଯିବ। ଏହି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ବର୍ତ୍ତମାନ କାଳିଆ ଯୋଜନାରେ ସାମିଲ ପାଇଁ ଆବେଦନ…