Browsing Tag

kamalnath

କମଳନାଥ ବିଜେପିରେ ମିଶିବା ନେଇ ଚର୍ଚ୍ଚା ! ପ୍ରତିକ୍ରିୟା ରଖିଲେ କମଳନାଥ

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ଏବଂ ତାଙ୍କ ପୁଅ ସାଂସଦ ନକୁଳନାଥ ବିଜେପିରେ ସାମିଲ ହେବା ଚର୍ଚ୍ଚା ଜୋର ଧରିଛି । ଯେଉଁଥିପାଇଁ ବଢୁଛି କଂଗ୍ରେସର ଅଡୁଆ । ଦଳର ଜଣକ ପରେ ଜଣେ ବରିଷ୍ଠ ନେତା କଂଗ୍ରେସ ଛାଡ଼ି ବିଜେପି ମୁହାଁ । ମହାରାଷ୍ଟ୍ର ପରେ ମଧ୍ୟପ୍ରଦେଶରେ ଏବେ ବଢିଛି ସଙ୍କଟ…

୨୮ ବର୍ଷ ପରେ ମିଳିଲା ସାପ୍ତାହିକ ଛୁଟି, କମଲନାଥଙ୍କ ଶାସନରେ ମଧ୍ୟପ୍ରଦେଶ ପୋଲିସର ଆରମ୍ଭ ହେଲା ଅଛେ ଦିନ୍

ମଧ୍ୟପ୍ରଦେଶ ପୋଲିସର ଆରମ୍ଭ ହେଲା ଅଛେ ଦିନ୍ । ପ୍ରତିଶ୍ରୁତି ପୁରଣ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ । ଏଣିକି ପୋଲିସକର୍ମୀଙ୍କୁ ମିଳିବ ସାପ୍ତାହିକ ଛୁଟି । ଏହାର ଆରମ୍ଭ ଗୁରୁବାର ଅର୍ଥାତ୍ ଗତକାଲିଠୁ ହୋଇଛି । ରାଜଧାନୀ ଭୋପାଳର ପ୍ରାୟ ୩୫୧ ପୋଲିସ୍ କର୍ମୀଙ୍କୁ ପ୍ରଥମ…