Browsing Tag

kamalnath

୨୮ ବର୍ଷ ପରେ ମିଳିଲା ସାପ୍ତାହିକ ଛୁଟି, କମଲନାଥଙ୍କ ଶାସନରେ ମଧ୍ୟପ୍ରଦେଶ ପୋଲିସର ଆରମ୍ଭ ହେଲା ଅଛେ ଦିନ୍

ମଧ୍ୟପ୍ରଦେଶ ପୋଲିସର ଆରମ୍ଭ ହେଲା ଅଛେ ଦିନ୍ । ପ୍ରତିଶ୍ରୁତି ପୁରଣ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ । ଏଣିକି ପୋଲିସକର୍ମୀଙ୍କୁ ମିଳିବ ସାପ୍ତାହିକ ଛୁଟି । ଏହାର ଆରମ୍ଭ ଗୁରୁବାର ଅର୍ଥାତ୍ ଗତକାଲିଠୁ ହୋଇଛି । ରାଜଧାନୀ ଭୋପାଳର ପ୍ରାୟ ୩୫୧ ପୋଲିସ୍ କର୍ମୀଙ୍କୁ ପ୍ରଥମ…