Browsing Tag

Karnataka Minister

ସମସ୍ତଙ୍କ ସାମ୍ନାରେ ମହିଳାଙ୍କୁ ଚାପୁଡା ମାରିଲେ ମନ୍ତ୍ରୀ, ତଥାପି ଆଶୀର୍ବାଦ ପାଇଁ ମହିଳା ଛୁଇଁଲେ ପାଦ

ନୂଆଦିଲ୍ଲୀ : ମହିଳାଙ୍କୁ ଚଟକଣା ମାରିଲେ ମନ୍ତ୍ରୀ । ତଥାପି ମନ୍ତ୍ରୀଙ୍କ ପାଦ ଛୁଇଁ ପ୍ରଣାମ କଲେ ମହିଳା ଜଣକ । କର୍ଣ୍ଣାଟକର ବିଜେପି ନେତା ଭି.ସୋମନ୍ନାଙ୍କ ଏହି ଚଟକଣାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଝଡ଼ ସୃଷ୍ଟି କରିଛି । ଚମରାଜନଗରର ହଙ୍ଗଲା ଗାଁରେ ଜମିପଟ୍ଟା ବଣ୍ଟନ କରିବାକୁ…