କାନାଡ଼ା ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣା: ୩ ଗିରଫ, କୋର୍ଟରେ କରାଯିବ ହାଜର
କାନାଡ଼ାରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ଏହାସହ ହିନ୍ଦୁ ମନ୍ଦିର ବାହାରେ ଖାଲିସ୍ତାନୀଙ୍କ ବିରୋଧରେ ଅଂଶଗ୍ରହଣ କରିଥିବା କାନାଡା ପୋଲିସ କର୍ମୀଙ୍କୁ ନିଲମ୍ବିତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କୁ ବ୍ରାମ୍ପଟନରେ ଓଣ୍ଟାରିୟୋ କୋର୍ଟ ଅଫ୍ ଜଷ୍ଟିସ୍ ପାଖରେ…