Browsing Tag

kidnapped

କଟକରେ କ୍ଲୋରଫର୍ମ ପକାଇ ଯୁବତୀଙ୍କୁ ଅପହରଣ କରାଯାଉଥିବାର ଆସିଲା ଅଭିଯୋଗ, ଅଭିଭାବକଙ୍କ ମନରେ ପଶିଲା ଛନକା

କଟକ(କେନ୍ୟୁଜ୍):  କଟକରୁ  ଆସିଲା ଯୁବତୀ ଅପହରଣ  ଅଭିଯୋଗ। ଦିନ ଦ୍ବିପ୍ରହରରେ ଯୁବତୀଙ୍କ ମୁହଁରେ କ୍ଲୋରଫର୍ମ ପକାଇ ଦୁର୍ବୃତ୍ତ ଅପହରଣ କରିନେଉଥିବାର ଅଭିଯୋଗ ଆଣିଲେ ୩ ଯୁବତୀ। ଯାହାକୁ ନେଇ ଅଭିଭାବକଙ୍କ ମନରେ ପଶିଛି ଛନକା। ଯୁବତୀ ମାନଙ୍କ ଅଭିଯୋଗ ଅନୁସାରେ ରେଭେନ୍ସା ଛକରୁ ୩ ଜଣ ଛାତ୍ରୀ…

ପଟ୍ଟାମୁଣ୍ଡାଇ: ସ୍କୁଲ ଯାଉଥିବା ବେଳେ ଲିଫ୍ଟ ଦେବା ବାହାନାରେ ଦୁଇ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇରେ ଦୁଇ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ । ସ୍କୁଲ ଯାଉଥିବା ବେଳେ ଲିଫ୍ଟ ଦେବା ବାହାନାରେ ଅପହରଣ କରାଯାଇଛି । ଅପହୃତା ନାବାଳିକା ଛାତ୍ର ହେଲେ ବେଲତଳ ବଙ୍ଗାଳିପଡ଼ା ଗାଁର ଅନ୍ନପୂର୍ଣ୍ଣା ମଣ୍ଡଳ ଓ ଅନିତା ବାରିକ । ଜଣେ ଯୁବକ ସ୍କୁଟିରେ ଆସି ଅପହରଣ କରିନେଇଥିବା…

ଶଳାକୁ ଅପହରଣ କଲା ଭିଣୋଇ କିନ୍ତୁ କାହିଁକି ?

ନିଆଳି (କେନ୍ୟୁଜ୍) : ନାବାଳକ ଶଳାକୁ ଅପହରଣ କଲା ଭିଣୋଇ । ଏଭଳି ଘଟଣା ଦେଖିବାକୁ ମିଳିଛି ନିଆଳି ଥାନା ଅଠାନ୍ତର ଗାଁରେ । ଗାଁର କାଳନ୍ଦୀ ସାହୁଙ୍କ ପୁଅ ସୋମନାଥକୁ ଗତ ୨୩ତାରିଖରୁ ସ୍କୁଲ ଯାଉଥିବାବେଳେ ଅପହରଣ କରିଛି ଭିଣୋଇ । ଏନେଇ ନିଆଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ନାବାଳକର ମାଆ…

ଚୋରି ହୋଇଥିବା ଚପଲ ବୋଝେଇ ଗାଡି ଉଦ୍ଧାର, ଗତକାଲି ହୋଇଥିଲା ଚୋରି

ଯାଜପୁର: ଚୋରି ହୋଇଥିବା ଚପଲ ଗାଡି ଜବତ ।ଗତକାଲି କୁଆଖି୍ଆ ଜାତୀୟ ରାଜପଥ ବହାଦଲାପୁରନିକଟରୁ କିଛି ଦୁର୍ବୃତ୍ତ ବାଟା କମ୍ପାନୀର ଏକ ଚପଲ ବୋଝେଇ ଗାଡିର ଡ୍ରାଇଭରକୁ ମାଡମାରି ଚୋରି କରିଥିଲେ। ଡ୍ରାଇଭର ଜଣକ କୁଆଖିଆ ଥାନାରେ ଅଭିଯୋଗ ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। ଆଜି…

ରାଜନଗରରେ ପୁଣି ଚାଞ୍ଚଲ୍ୟ, ନାବାଳିକାକୁ ଅପହରଣ କରି ଦେହ ବ୍ୟବସାୟ କରିବାକୁ ବାଧ୍ୟ କରୁଥିଲେ ଯୁବକ

ପଟ୍ଟାମୁଣ୍ଡାଇ : ରାଜନଗର ତାଳଚୁଆ ଥାନା ଅନ୍ତର୍ଗତ ଚାଁଆରକୁଲା ଗାଁରେ ଘଟିଛି ଅଭାବନୀୟ ଘଟଣା। ନାବାଳିକାକୁ ଅପହରଣ କରି ଜିଲ୍ଲା ବାହାରେ ଦେହବ୍ୟବସାୟରେ ଲଗାଉଥିଲେ ମହିଳା । ଏଭଳି ଅଭିଯୋଗ କରିଛନ୍ତି ଖୋଦ ନାବାଳିକା । ଗ୍ରାମର ସଂଙ୍ଗିତା ନାମକ ଜଣେ ନାବାଳିକା ଝିଅ ଗତ ୩୦ ତାରିଖ ଦିନ ଠାରୁ…

ମହଙ୍ଗା ପଡିଲା ଦରମା ନଦେବା, ମାଲିକକୁ ଅପହରଣ କରି ଉତ୍ତମ ମଧ୍ୟମ ଦେଲେ କର୍ମଚାରୀ

କଣ ଆପଣ ବି ଜଣେ ଘରୋଇ ସଂସ୍ଥାର ମାଲିକ ? ଯଦି ନିଜ କର୍ମଚାରୀଙ୍କୁ ଦରମା ଦେଇ ନାହାଁନ୍ତି ତେବେ ତୁରନ୍ତ ଦେଇଦିଅନ୍ତୁ । ନଚେତ୍ ଆପଣଙ୍କ ଅବସ୍ଥା ବି ଏହି ବ୍ୟକ୍ତିଙ୍କ ପରି ହୋଇପାରେ । ୭ ମାସର ଦରମା ବାକି ରଖିଥିବାରୁ ମାଲିକକୁ ଅପହରଣ କରିନେଲେ କର୍ମଚାରୀ । ଆଉ ଦେଲେ ଅକଥନୀୟ ନିର୍ଯ୍ୟାତନା ।…