Below header

ପଟ୍ଟାମୁଣ୍ଡାଇ: ସ୍କୁଲ ଯାଉଥିବା ବେଳେ ଲିଫ୍ଟ ଦେବା ବାହାନାରେ ଦୁଇ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇରେ ଦୁଇ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ । ସ୍କୁଲ ଯାଉଥିବା ବେଳେ ଲିଫ୍ଟ ଦେବା ବାହାନାରେ ଅପହରଣ କରାଯାଇଛି । ଅପହୃତା ନାବାଳିକା ଛାତ୍ର ହେଲେ ବେଲତଳ ବଙ୍ଗାଳିପଡ଼ା ଗାଁର ଅନ୍ନପୂର୍ଣ୍ଣା ମଣ୍ଡଳ ଓ ଅନିତା ବାରିକ । ଜଣେ ଯୁବକ ସ୍କୁଟିରେ ଆସି ଅପହରଣ କରିନେଇଥିବା ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି । ଏନେଇ ଜଣେ ଛାତ୍ରୀଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.