Browsing Tag

kidnapping case

ନାବାଳିକାକୁ ଅପହରଣ କରି ତାସହିତ ଘୃଣ୍ୟ କର୍ମ କଲା ବିବାହିତ ଯୁବକ

ଭୁବନେଶ୍ୱର (କେନ୍ୟୁଜ): ଆଜିର ଦୁନିଆରେ ସମାଜ ଭିତରେ ରହୁଥିବା ମଣିଷ ମାନଙ୍କ ଭିତରୁ କିଛି ଏମିତି ପୁରୁଷ ଅଛନ୍ତି ସେମାନଙ୍କ ଗୁଣ ଗାରିମା କଥା ନକହିବା ଭଲ । କିନ୍ତୁ ଏମାନଙ୍କ କଥା ସହିତ ଏମାନେ ସମସ୍ତଙ୍କ ସାମ୍ନାକୁ ଆସିବା ନିହାତୀ ଦରକାର । ଯାହାଫଳରେ ସମାଜରେ ଭିତରେ ଆପଣ ମାନେ ଯେତେବେଳେ…

ଉମେଶ ପାଲ ଅପହରଣ ମାମଲାରେ ମାଫିଆ ଅତିକ ଅହମଦକୁ ଆଜୀବନ କାରାଦଣ୍ଡ

ଉମେଶ ପାଲ ଅପହରଣ ମାମଲାରେ ମାଫିଆ ଅତିଫ ଅହମଦଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ଅତିକ ଅହମଦ, ସୌକତ ହନିଫ, ଦିନେଶ ପାସୀକୁ ଜିଲ୍ଲା ନ୍ୟାୟାଳୟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅତିକଙ୍କ ଭାଇକୁ କୋର୍ଟ ଦୋଷମୁକ୍ତ କରିଛନ୍ତି । ଆଇପିସି ଧାରା ୩୬୪ ଏ ଅଧିନରେ ଦୋଷୀ ସାବ୍ୟସ୍ତ…

ଅମ୍ରିତ ଅପହରଣ ପଛର ମୂଳ କାରଣ କଣ? ୩ଜଣଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି ପୋଲିସ୍

ନୟାଗଡ(କେନ୍ୟୁଜ୍): ନିଖୋଜର ୫ଦିନ ପରେ ମିଳିଛି ନୟାଗଡର ଅମ୍ରିତ ପାତ୍ର । ନିଜ ଗାଁ ନୟାଗଡ କୁରାଳ ଗାଁ ଶୁଣ୍ଢିସାହିର ଏକ ବନ୍ଦ ଘରୁ ଅମ୍ରିତକୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ଅମ୍ରିତକୁ ପୋଲିସ୍‌, ସ୍ଥାନୀୟ ସରପଞ୍ଚ ଓ ପରିବାର ଲୋକଙ୍କ ଉପସ୍ଥିତିରେ ଓଡଗାଁ ଥାନାକୁ ଅଣାଯାଇଥିଲା ।…

ବାହାଘର ଭୋଜି ଖାଇ ଛତିଶଗଡ଼ରୁ ଫେରିବା ବେଳେ ଓଡ଼ିଶାର ୪ ଜଣଙ୍କୁ ଅପହରଣ!

ଉମରକୋଟ(କେନ୍ୟୁଜ୍):ବାହାଘର ଭୋଜି ଖାଇ ଛତିଶଗଡ଼ରୁ ଫେରିବା ବେଳେ ଓଡ଼ିଶାର ୪ ଜଣଙ୍କୁ ଅପହରଣ । ଛତିଶଗଡ଼ରୁ ଫେରିବା ବାଟରେ କାଙ୍କେର ନିକଟରୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଏମାନଙ୍କ ଭିତରେ ଅଛନ୍ତି ନବରଙ୍ଗପୁର ରାଇଘର ତହସିଲ ସୁପର ଭାଇଜର ସପନ ସରକାର, ତାଙ୍କ ପତ୍ନୀ, ଶଳା ଓ ଶଳା ଭାଉଜ…

ପାରାଦୀପର ଜଣେ ଆଶାକର୍ମୀଙ୍କୁ ଅପହରଣ ଓ ଗଣଦୁଷ୍କର୍ମ ଘଟଣାର ପ୍ରତିବାଦ

ପାରାଦୀପ(କେନ୍ୟୁଜ୍): ପାରାଦୀପର ଜଣେ ଆଶାକର୍ମୀଙ୍କୁ ଅପହରଣ ଓ ଗଣଦୁଷ୍କର୍ମ ଘଟଣାର ପ୍ରତିବାଦ। ପାରାଦୀପ ଆଦର୍ଶ ଥାନା ଅଧିକାରୀଙ୍କୁ ନିଖିଳ ଓଡିଶା ଆଶାକର୍ମୀ ସଂଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଗତ ୨୬ ତାରିଖ ଦିନ ତିନିଟା ସମୟରେ ଆଶାକର୍ମୀ ଜଣଙ୍କ ନୂଆବଜାରରୁ ଷଣ୍ଢକୁଦ ନିଜ…

ସମ୍ବଲପୁର: ବିଶିଷ୍ଟ ବ୍ୟବସାୟୀଙ୍କୁ ଅପହରଣ ଘଟଣା, ଗିରଫ ହେଲେ ୩ ଅଭିଯୁକ୍ତ

ସମ୍ବଲପୁର(କେନ୍ୟୁଜ୍): ଧରାପଡିଲେ ବ୍ୟବସାୟୀଙ୍କୁ ଅପହରଣ  କରିଥିବା ଅପହରଣକାରୀ।  ଗତ ୧୦ ତାରିଖରେ ମଧ୍ୟାହ୍ନ ୧୨ଟା ବେଳେ ସମ୍ବଲପୁର ବରେଇପାଲିର ୬୩ ବର୍ଷୀୟ ନରେଶ କୁମାର ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀଙ୍କୁ ମୁଣ୍ଡରେ ଗନ ରଖି ରାସ୍ତାକଡରୁ ଅପହରଣ କରିନେଇଥିଲେ। ଏହି ଘଟଣାରେ ବ୍ୟବସାୟୀଙ୍କ…