Browsing Tag

knewsodisha

ଚଳିତ ବର୍ଷ ବଢ଼ିବନି ବିଦ୍ୟୁତ ବିଲ୍, ନୂଆ ନିୟମରେ ୧୫ଟି ବଡ଼ ମୁଖ୍ୟ କଥା

ଚଳିତ ବର୍ଷ ବଢ଼ିବନି ବିଦ୍ୟୁତ ବିଲ୍ । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ୨୦୨୬-୨୭ ବର୍ଷ ପାଇଁ ନୂଆ ବିଦ୍ୟୁତ ଦର ଘୋଷଣା କରିଛନ୍ତି । ଲଗାତାର ପଞ୍ଚମ ବର୍ଷ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଛି । ନୂଆ ନିୟମରେ ୧୫ଟି ବଡ଼ ମୁଖ୍ୟ କଥା ରହିଛି । ପ୍ରଥମ, ଦର ବଢ଼ିବ ନାହିଁ । ସାଧାରଣ…

ଦୀପାବଳିରେ ଡାଉନ ହେଲା ଆମାଜନ କ୍ଲାଉଡ ସର୍ଭିସ୍, ଫାଇନାନସ୍ ଓ ଇ-କମର୍ସ ଆପ୍ ଫ୍ଲାଟଫର୍ମ ପ୍ରଭାବିତ

ଦୀପାବଳିରେ ଡାଉନ ହେଲା  ଆମାଜନ କ୍ଲାଉଡ ସର୍ଭିସ  ବା ଏଡବ୍ଲ୍ୟୁଏସ୍  ।  AWS  ଡାଉନ ପରେ ଶତାଧିକ  ବିଭିନ୍ନ  ସୋସିଆଲ ମିଡିଆ ଆପ୍, ଫାଇନାନସ୍ ଓ ଇ-କମର୍ସ ଆପ୍  ଫ୍ଲାଟଫର୍ମ ପ୍ରଭାବିତ ହୋଇଛି । ଏହି  ସମସ୍ୟା ଯୋଗୁଁ ଆମାଜନ ସେୟାରରେ ବି ଖସିଛି ।  ସ୍ନାପଚାଟ, ଆଲେକ୍ସା, ରିଙ୍ଗ…

ପାଖେଇ ଆସୁଛି ଦୀପାବଳି, ଘର ସଫା ବେଳେ ଏହି ଜିନିଷ ମିଳିଲେ ହୋଇଯିବେ ମାଲାମାଲ

ପାଖେଇ ଆସୁଛି ଦୀପାବଳି । ଏହାକୁ ଏକ ମହାନ ପର୍ବ ଭାବରେ ବିବେଚନା କରାଯାଏ । ପ୍ରତିବର୍ଷ କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ ଦୀପାବଳି ପାଳନ କରାଯାଏ । ସାରା ଦେଶରେ ଦୀପାବଳି ବହୁତ ଉତ୍ସାହର ସହିତ ପାଳନ କରାଯାଏ । ଦୀପାବଳିରେ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କୁ ପୂଜା କରାଯାଏ ।…

ଭାରତୀୟ ଔଷଧ ରପ୍ତାନିକୁ ବଡ଼ ଝଟକା: ଟ୍ରମ୍ପଙ୍କ ୧୦୦% ଶୁଳ୍କ ଘୋଷଣା, ପହିଲାରୁ ଲାଗୁ

ଟ୍ରମ୍ପଙ୍କ ୧୦୦% ଔଷଧ ଶୁଳ୍କ ଘୋଷଣା । ଭାରତୀୟ ଔଷଧ ରପ୍ତାନିକୁ ବଡ଼ ଝଟକା । ଆମେରିକାକୁ ରପ୍ତାନି ହେଉଥିବା ଯେ କୌଣସି ବ୍ରାଣ୍ଡେଡ କିମ୍ବା ପେଟେଣ୍ଟ ଔଷଧ ଉତ୍ପାଦ ଉପରେ ୧୦୦% ଶୁଳ୍କ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହା ଆସନ୍ତା ଅକ୍ଟୋବର ୧ ତାରିଖରୁ ଲାଗୁ ହେବ । ତେବେ…

ଏହି ନମ୍ବରଗୁଡ଼ିକୁ ଆପଣଙ୍କର PIN ଭାବରେ ବ୍ୟବହାର କରୁଛନ୍ତି କି? ଆକାଉଣ୍ଟ ଖାଲି ହେବାକୁ ଲାଗିବ ନାହିଁ ଅଧିକ ସମୟ

ଆଜିର ଡିଜିଟାଲ୍ ଯୁଗରେ, ATM କାର୍ଡ ଏବଂ ଡେବିଟ୍ କାର୍ଡର ବ୍ୟବହାର ସାଧାରଣ ହୋଇଗଲାଣି । ପ୍ରାୟ ସମସ୍ତେ ନିଜର ଦୈନନ୍ଦିନ ଆବଶ୍ୟକତା ପାଇଁ ATM କାର୍ଡ ଉପରେ ନିର୍ଭର କରଥାନ୍ତି । ହେଲେ, ଅନେକ ଲୋକ ଅସାବଧାନତାର ସହ ATM PIN ତିଆରି କରନ୍ତି ଯାହାକୁ ହ୍ୟାକର୍ସ ଏବଂ ଠକମାନଙ୍କ ପାଇଁ ବୁଝିବା…

ନିଜର ଷ୍ଟାଚୁ ତିଆରି କଲେ ମହାକୁମ୍ଭର ମୋନାଲିସା, ୟୁଜର୍ସ ପଚାରୁଛନ୍ତି ପ୍ରଶ୍ନ

ମହାକୁମ୍ଭମେଳାର ମୋନାଲିସାଙ୍କୁ ଆପଣମାନେ ନିଶ୍ଚିତ ମନେ ରଖିଥିବେ । ମେଳାରେ ମାଳ ବିକ୍ରି କରିବା ଠାରୁ ଆରମ୍ଭ କରି ଫିଲ୍ମରେ କାମ କରିବା ପର୍ଯ୍ୟନ୍ତ ତାଙ୍କର ଯାତ୍ରା ବହୁତ ଆଶ୍ଚର୍ଯ୍ୟଜନକ ହୋଇଛି । ତାଙ୍କ ବାସ୍ତବ ଜୀବନ ବ୍ୟତୀତ, ମୋନାଲିସା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ମଧ୍ୟ ବହୁତ…

ଭେନେଜୁଏଲାରେ ଭୂକମ୍ପ ଝଟକା, ତୀବ୍ରତା ୬.୧

ଭେନେଜୁଏଲା: ଭାରତ ସମେତ ବିଶ୍ୱର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଘଟଣା ଯଥେଷ୍ଟ ବୃଦ୍ଧି ପାଇଛି । ଆଫଗାନିସ୍ତାନ, ମିଆଁମାର ଏବଂ ତୁର୍କୀ ଭଳି ଦେଶରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଏବେ, ଗୁରୁବାର ସକାଳୁ-ସକାଳୁ ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲାରେ ଏକ ଶକ୍ତିଶାଳୀ ୬.୧ ତୀବ୍ରତାର…

ଏପରି ଲିଙ୍କରେ କରନ୍ତୁ ନାହିଁ କ୍ଲିକ୍, ନଚେତ୍ ଆପଣଙ୍କ ବ୍ୟାକ୍ ଆକାଉଣ୍ଟ ହୋଇଯିବ ଖାଲି

ଆଜିର ଡିଜିଟାଲ ଯୁଗରେ, ବ୍ୟାଙ୍କିଂ ଏବଂ ଅନଲାଇନ୍ କାରବାର ଆମ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିଛି । ଲୋକମାନେ ନେଟ୍ ବ୍ୟାଙ୍କିଂ, UPI ଏବଂ କାର୍ଡ ପେମେଣ୍ଟ ଭଳି ସେବାଗୁଡ଼ିକୁ ବହୁଳ ଭାବରେ ବ୍ୟବହାର କରନ୍ତି । କିନ୍ତୁ, ଏହା କରିବା ସହିତ, ସାଇବର ଠକେଇ ମାମଲା ମଧ୍ୟ ବୃଦ୍ଧି ପାଉଛି ।…

ଖୁବ୍ ଶୀଘ୍ର ଲଞ୍ଚ ହେବ Oppo Find X9 ସିରିଜ୍, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ

Oppo Find X9 ସିରିଜ୍ ଖୁବ୍ ଶୀଘ୍ର ଲଞ୍ଚ ହେବ । କମ୍ପାନୀ ଏହି ଫ୍ଲାଗସିପ୍ ସିରିଜ୍ ବିଷୟରେ ଟିଜ୍ କରିଛି ଏବଂ ଏହାର ପ୍ରୋସେସରର ଡିଟେଲ୍ସ ପ୍ରକାଶ କରିଛି । Oppoର ଏହି ଫ୍ଲାଗସିପ୍ ସ୍ମାର୍ଟଫୋନ୍ ସିରିଜ୍ ଗତ ବର୍ଷର Find X8 ସିରିଜ୍ ର ଏକ ଅପଗ୍ରେଡ୍ ହେବ । ଏହି ବର୍ଷ ମଧ୍ୟ, କମ୍ପାନୀ…

ସପିଂ ମଲରେ ମକଡ୍ରିଲ ବେଳେ ଅଘଟଣ, ନିଆଁରୁ ବର୍ତ୍ତିବାର କୌଶଳ ଶିଖାଉଥିବା ବେଳେ ଆହତ ହେଲେ ଅଗ୍ନିଶମ କର୍ମଚାରୀ

ସୁବର୍ଣ୍ଣପୁର: ନିଆଁରୁ ରକ୍ଷା ପାଇବାର କୌଶଳ ଶିଖାଉଥିଲେ, ହେଲେ ନିଜେ ନିଆଁରେ ପୋଡ଼ି ହୋଇଗଲେ ଅଗ୍ନିଶମ କର୍ମଚାରୀ । ସୁବର୍ଣ୍ଣପୁରର ଏକ ସପିଂ ମଲରେ ମକଡ୍ରିଲ କରୁଥିବା ବେଳେ ଘଟିଛି ଏ ଅଘଟଣ । ଅଗ୍ନିଶମ ବାହିନୀ ପକ୍ଷରୁ ସହରର ଏକ ସପିଂ ମଲରେ ନିଆଁ ଲାଗିଲେ କେମିତି ରକ୍ଷା ପାଇହେବ କୌଶଳ…

ମହଙ୍ଗା ପଡିଲା ଦଳ ବିରୋଧୀ ମନ୍ତବ୍ୟ, ବିଜେଡିରୁ ବିଦା ହେଲେ ଶ୍ରୀମୟୀ ମିଶ୍ର

ଭୁବନେଶ୍ବର: ଶ୍ରୀମୟୀ ମିଶ୍ର ବିଜେଡିରୁ ନିଲମ୍ବିତ । ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଯାଇଛି । ସୋସିଆଲ ମିଡିଆରେ ଦଳ ବିରୋଧରେ ମନ୍ତବ୍ୟ ଦେଇଥିଲେ ଶ୍ରୀମୟୀ ମିଶ୍ର । ବିଜେଡି ମହିଳା ଶାଖାର ସାଧାରଣ ସମ୍ପାଦିକା ଥିଲେ । ବିଜେଡି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀମୟୀଙ୍କୁ ନିଲମ୍ବନ…

ରାଜ୍ୟରେ ନିଯୁକ୍ତି ପରୀକ୍ଷା ପାଇଁ ଏସଓପି, ଏଆଇ ଜରିଆରେ କରାଯିବ ତଦାରଖ

ଭୁବନେଶ୍ବର: ରାଜ୍ୟରେ ନିଯୁକ୍ତି ପରୀକ୍ଷା ପାଇଁ ଆସିଲା ଏସଓପି । ଏଆଇ ଜରିଆରେ ପରୀକ୍ଷା ପରିଚାଳନାର ତଦାରଖ କରାଯିବ । ପ୍ରଶ୍ନପତ୍ର ଲିକ୍ ଓ ଅନ୍ୟ ବିଭ୍ରାଟ ରୋକିବାକୁ ଜାରି ହୋଇଛି ମାର୍ଗଦର୍ଶିକା । ନୂଆ ଗାଇଡ ଲାଇନ ମୁତାବକ ସମସ୍ତ ପ୍ରଶ୍ନ ପତ୍ର ସରକାରୀ ସ୍ବୀକୃ ପ୍ରାପ୍ତ ପ୍ରେସରେ ମୁଦ୍ରଣ…