Below header
Browsing Tag

knewsodisha

କାହାର କ୍ୟାରିୟର ର ଶେଷ ବର୍ଷ : କ୍ରିଷ୍ଟିଆନୋ ରୋନାଲ୍ଡୋ ନା ଲିଓନେଲ ମେସି ?

ଆପଣ ଜାଣିଥିବେ କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ଲିଓନେଲ ମେସି, ଫୁଟବଲ ଦୁନିଆରେ ଏହି ଦୁଇଟି ନାମ ଖୁବ ଚର୍ଚ୍ଚିତ । ଏମିତିକି ଫୁଟବଲ ଦୁନିଆରେ ଏମାନଙ୍କର କୌଣସି ପରିଚୟ ଦରକାର ନାହିଁ । ଏହି ଦୁଇଜଣ ଫୁଟବଲ ଷ୍ଟାର କେହି କାହାଠାରୁ କମ୍‌ ନୁହେଁ । ନିଜ ନିଜ ଭିତରେ ଏମାନେ ଫୁଟବଲ ଦୁନିଆର ଲେଜେଣ୍ଡ ।…

ମାଇକ୍ରୋସଫ୍ଟକୁ ପଛରେ ପକାଇ ଇତିହାସ ରଚିଲା ଆପଲ୍‌ କମ୍ପାନୀ, ବିଶ୍ୱର ପ୍ରଥମ କମ୍ପାନୀ ଭାବେ ଆପଲ୍‌ ନିଜର ଷ୍ଟକ୍‌…

ଦେଶର ସବୁଠାରୁ ଧନୀ କମ୍ପାନୀ ମାଇକ୍ରୋସଫ୍ଟକୁ କ୍ରସ କରିଛି ଆପଲ କମ୍ପାନୀ । ଯାହାକି ଆପଲ କମ୍ପାନୀ ପାଇଁ ଏକ ଐତିହାସିକ ଦିନ । ଏହା ସାରା ବିଶ୍ୱର କମ୍ପାନୀ ମଧ୍ୟରୁ ପ୍ରଥମ କମ୍ପାନୀ ଯାହାକି ନିଜ ଷ୍ଟକ୍‌ ମାର୍କେଟ ଭାଲ୍ୟୁକୁ ଥ୍ରି ଟ୍ରିଲିୟନ ଡଲାଲ ବା ୧ ଲକ୍ଷ କୋଟିରେ ପହଞ୍ଚାଇଛି ।…

ଦେଶରେ କାୟା ମେଲାଉଛି କୋଭିଡ, ଏହା ପରେ ବି ଭାରତ ଆଫଗାନିସ୍ତାନକୁ ପଠାଇଲା ୫ ଲକ୍ଷ କୋଭାକ୍ସିନ

ବର୍ତ୍ତମାନ ଦେଶରେ କୋଭିଡ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏମିତିକି କରୋନା ଭାଇରସ ନିଜକୁ ଏତେ ମ୍ୟୁଟେଟ କରୁଛି ଯେ ଡେଲ୍ଟା, ଗାମା ଓ ଓମିକ୍ରନ ପରି ଅନେକ ଭାରିଏଣ୍ଟ ଦେଖିବାକୁ ମିଳୁଛି । ପୁଣି କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନ ଆସିବା ପରେ ଏହା ଏତେ ମାତ୍ରାରେ ମାରାତ୍ମକ ନହେଲେ…

ନ୍ୟାସନାଲ କ୍ରସ୍‌ ଙ୍କ ବଲିଉଡ ଏଣ୍ଟ୍ରି,ସିଦ୍ଧାର୍ଥଙ୍କ ସହିତ କାମ କରିବା ଭଲ ଏକ୍ସପେରିଏନ୍ସ ଥିଲା: ମିସନ୍‌ ମଜନୁ ଦେଶର…

ତାମିଲ ଓ ତେଲୁଗୁ ଫିଲ୍ମରେ ନିଜ ଅଭିନୟ କଳା ଦେଖାଇ ଦର୍ଶକଙ୍କ ମନ କିଣିନେଇଛନ୍ତି ସାଉଥ୍‌ ସୁନ୍ଦରୀ ରସ୍ମିକା ମନ୍ଦାନା । ଏମିତିକି ତାଙ୍କର ପ୍ରଥମ ଫିଲ୍ମ ପରେ ସେ ରାତା ରାତି ହୋଇଯାଥିଲେ ନାସ୍ନାଲ କ୍ରସ । ନିଜର ଚୁଲବୁଲି ଅନ୍ଦାଜ ପାଇଁ ଓ ଭଲ ଅଭିନୟ ପାଇଁ ସେ ସାରା ଭାରତରେ ଫେମସ । ଏବେ ଏହି…

ଯାଆଁଳା ଶିଶୁ ଜନ୍ମ ହେଲେ ଭିନ୍ନ ଭିନ୍ନ ବର୍ଷରେ, ଜଣେ ୨୦୨୧ ବର୍ଷରେ ତ ଅନ୍ୟ ଜଣେ ୨୦୨୨ରେ

ଆପଣମାନେ ସମସ୍ତେ ଜାଣନ୍ତି କି ଯାଆଁଳା ଜନ୍ମ ବିଷୟରେ । ଗୋଟିଏ ପରେ ଗୋଟିଏ ବା ଅଳ୍ପ ବ୍ୟବଧାନରେ ପିଲା ଦୁଇଟି ଜନ୍ମ ହେଲେ ସେମାନଙ୍କୁ ଟୁଇନ୍‌ ବା ଯାଆଁଳା ବୋଲି କୁହାଯାଏ । ତେବେ ଏକଥା ବୋଧହୁଏ ଆଶ୍ଚର୍ଯ୍ୟ କରିବ ଯେ ଯାଆଁଳା ଶିଶୁଙ୍କ ଜନ୍ମର ବ୍ୟବଧାନ ପାଖାପାଖି ବର୍ଷେ ବି ହୋଇ ପାରେ ।…

ଟିଭିଏସ୍ ଜୁପିଟର ଠାରୁ ହିରୋ ପ୍ଲେଜର ପ୍ଲସ ପର୍ଯ୍ୟନ୍ତ ଭାରତରେ ଉପଲବ୍ଧ ୭୦,୦୦୦ ଟଙ୍କା ଭିତରେ ଏହି ଟପ୍ ସ୍କୁଟର,…

ବର୍ତ୍ତମାନ ଟେକ୍ନୋଲୋଜି ଯେତେ ମାତ୍ରାରେ ଆଗଉଛି , ଅଟୋମୋବାଇଲ୍ସ କମ୍ପାନୀ ଗୁଡିକ ମଧ୍ୟ ନିଜର ନୂଆ ନୂଆ ଗାଡି ଓ ଫୋନ ମାର୍କେଟ କୁ ଆଣଉଛନ୍ତି । ଯାହାର ଫିଚର ମଧ୍ୟ ଖୁବ ଭଲ ରହୁଛି । ସେଥି ପାଇଁ ତ ଅନେକ ଲୋକେ ଏବେ କାର ଠାରୁ ଅଧିକ ବାଇକ ଓ ସ୍କୁଟର କିଣୁଛନ୍ତି । ତେବେ ଆପଣ ଚାହୁଁଥିଲେ…

ନୂଆ ବର୍ଷ ସେଲିବ୍ରେଟ କରିବା ପାଇଁ ପୃଥିବୀ ପୃଷ୍ଠକୁ ଆସିଲେ ଏଲିଏନ ! ଆକାଶରେ ଦେଖାଗଲା ତିନିକୋଣିଆ ୟୁଏଫଓ

ଆପଣ ଜାଣିଛନ୍ତି ବର୍ତ୍ତମାନ ଅନ୍ୟ ଗ୍ରହର ପ୍ରାଣୀ ଏଲିଏନମାନଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଛି । ଏମିତିକି ଏଲିଏନଙ୍କୁ ନେଇ ଅନେକ ପ୍ରକାର ରିସର୍ଚ୍ଚ ମଧ୍ୟ ଚାଲିଛି । ସବୁଦିନେ ଆପଣ ମେଡିଆ ମାଧ୍ୟମରୁ ଏହି ଖବର ଜାଣୁଥିବେ ଯେ ଏଲିଏନମାନଙ୍କ ୟୁଏଫଓ ବା ଉଡନ୍ତା ଥାଳିଆ ଅନେକ ଥର ଦେଖିବାକୁ…

ମା’ର ଶବ କାନ୍ଧରେ ବୋହିଲେ ଝିଅ, ପୁରୀ ବଡ଼ଦାଣ୍ଡର ଏ ଦୃଶ୍ୟ ଥିଲା ବେଶ୍ ହୃଦୟବିଦାରକ

‘‘ଛଅଖଣ୍ଡ କାଠରେ ହେବ ସବାରୀ, ସେଇ ସବାରୀରେ ମୁଁ ଯିବି ସେପାରି’’ । ଏ ଭାଗ୍ୟ ବୋଧହୁଏ ମୃତ୍ୟୁ ପରେ ସମସ୍ତଙ୍କ ପାଇଁ ଆସେ । ଆଉ ଆସିଛି ଏଇ ଜଟି ମାଉସୀଙ୍କ ପାଇଁ । ହେଲେ ବେଶ୍ ଭିନ୍ନ ଭାବେ । କିଛି ମହିଳାଙ୍କ କାନ୍ଧରେ ଯାଉଛନ୍ତି ବୃଦ୍ଧା ଜଣକ । ସେମାନେ ଆଉ କେହି ନୁହନ୍ତି ତାଙ୍କରି ଝିଅ ।…

ଏହି କର୍ମଚାରୀଙ୍କୁ ମିଳିବ ବଡ ଫାଇଦା, ଦରମାରେ ଲାଗୁ ହେବ ସପ୍ତମ ବେତନ କମିସନ

ଆଜି ଓଡିଶା ସରକାର ଜୁନିଅର ଶିକ୍ଷକଙ୍କର ଦରମା ୫୦ ପ୍ରତିଶତ ବଢାଇଛନ୍ତି । ଠିକ୍‌ ସେହିପରି ହିମାଚଳ ପ୍ରଦେଶ ସରକାର ମଧ୍ୟ ନିଜ ରାଜ୍ୟର କର୍ମଚାରୀଙ୍କ ପାଇଁ ଜାରି କରିଛନ୍ତି ସପ୍ତମ ବେତନ କମିସନ । ଯାହାକି ହୋଇଛି ଷଷ୍ଠ ବେତନ ଆୟୋଗ ଜରିଆରେ । ସରକାର ଏହା ମଧ୍ୟ କହିଛନ୍ତି ଯେ ଯେଉଁ…

୨୦୨୧ରେ ଚର୍ଚ୍ଚିତ ଷ୍ଟାରଙ୍କ ବ୍ରେକ ଅପ,ବିଲ ଗେଟ୍ସ ଓ ଏଲନ୍‌ ମସ୍କଙ୍କ ପରି ବିଶ୍ୱର ଧନୀ ମଧ୍ୟ ହୋଇପାରିଲେନି ପ୍ରେମରେ…

ନୂଆ ବର୍ଷର ଆରମ୍ଭ ହୋଇଛି ପୁଣି ୨୦୨୨ ମସିହା ଆସିସାରିଛି କିନ୍ତୁ ୨୦୨୧ ରେ ଅନେକ ଘଟଣା ଘଟିଛି ଯାହାକି ଆପଣଙ୍କୁ ଚିନ୍ତାରେ ପକାଇଥିବ । ତେବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖାଯାଇଥିଲା ୨୦୨୧ ମସିହାରେ । ପୁଣି ସେଥି ମଧ୍ୟରୁ ସବୁଠାରୁ ବଡ କଥା ହେଲା ସେଲିବ୍ରିଟିମାନଙ୍କର…

ଜାଣନ୍ତୁ ଚା’ ଓ ବାସି ଚା’ ମଧ୍ୟରେ କ’ଣ ରହିଛି ଫରକ, ବାସି ଚା’ ପିଉଥିଲେ ହୋଇ ଯାଆନ୍ତୁ ସତର୍କ : କିଡନୀ ଉପରେ ମଧ୍ୟ…

ଚା’ କେବଳ ଏହାର ନାଁ ଶୁଣୁ ଶୁଣୁ ଅନେକଙ୍କ ମନରେ ଆବେଗ ଭରିଯାଏ । ଖାଦ୍ୟ ଠାରୁ ମଧ୍ୟ ପ୍ରାୟ ଶତ ପ୍ରତିଶତ ଲୋକେ ଦିନକୁ ଚା’ ପିଅନ୍ତି । ପୁଣି ଏହି ଚା’ ପ୍ରକାର ମଧ୍ୟ ରହିଛି । କେବଳ ଚା’ ବିକ୍ରି କରି କେତେ ଲୋକେ ହୋଇଛନ୍ତି କୋଟିପତି , ଯାହାର ଜ୍ୱଳନ୍ତ ଉଦାହରଣ ମଧ୍ୟ ଆପଣ ଦେଖିଥିବେ । ଆଜି…

ଓମିକ୍ରନକୁ ନେଇ ବିଦେଶୀ ବୈଜ୍ଞାନିକଙ୍କ ବଡ ବୟାନ, ସତର୍କ ନ ହେଲେ ହୋଇ ପାରେ ବ୍ରିଟେନ ପରି ପରିସ୍ଥିତି

ବର୍ତ୍ତମାନ ଦେଶରେ କୋଭିଡ ଭାଇରସ ର ଭାରିଏଣ୍ଟ ଓମିକ୍ରନ ଅଧିକ ମାତ୍ରାରେ ବ୍ୟାପିବାରେ ଲାଗିଛି । ଯାହା ପାଇଁ ଅନେକ ରାଜ୍ୟରେ ନାଇଟ କର୍ଫ୍ୟୁ ସହ ଲକ ଡାଇନ ମଧ୍ୟ ଘୋଷଣା ସରିଲାଣି କିନ୍ତୁ ଭାରତରେ ଦିନକୁ ଦିନ ବଢୁଥିବା ଓମିକ୍ରନର ସଂଖ୍ୟା କୁ ଦେଖି ଏହା ଉପରେ ରିସର୍ଚ କରି ଏକ ନୂଆ ମନ୍ତବ୍ୟ…