Browsing Tag

knewsodisha

ବ୍ଲୁଟୁଥ୍‌ ଓ ସ୍ମାର୍ଟଫୋନ କନେକ୍ଟିଭିଟି ସହିତ ମାର୍କେଟକୁ ଆସିଲା ଇଲେକ୍ଟ୍ରିକ ହିରୋ ଲେକ୍ଟ୍ରୋ ସାଇକେଲ, ଅଫ୍‌ ରୋଡରେ…

ମାର୍କେଟକୁ ବର୍ତ୍ତମାନ ନୂଆ ନୂଆ ଡିଜାଇନ ର ଗାଡି ଓ ବାଇକ୍‌ ଆସୁଛି । ଗ୍ରାହକଙ୍କ ନୂଆ ଡିଜାଇନ ସାଇକେଲ ଓ ଗାଡି ପ୍ରତି ଇଣ୍ଟେରେଷ୍ଟ ଦେଖି ଗାଡି ଓ ସାଇକେଲ କମ୍ପାନୀ ମଧ୍ୟ ନୂତନ ପ୍ରଣାଳୀରେ ଡିଜାଇନ ସାଇକେଲ, ଗାଡି, କାର ଯେତେ ସବୁ ଯାନ ଅଛି ତାହାକୁ ରିଡିଜାଇନ କରୁଛନ୍ତି । ଠିକ ସେହିପରି…

ପିଅନ୍ତୁ ଲବଙ୍ଗ କ୍ଷୀର, ପୁରୁଷଙ୍କ ପାଇଁ ଅଧିକ ଲାଭଦାୟକ ହେବା ସହ ଶରୀରକୁ ରଖିଥାଏ ସୁସ୍ଥ

ଆପଣ ଜାଣିଛନ୍ତି ଆମ ଭିତରୁ କିଛି ଲୋକେ କ୍ଷୀର ପିଇବାକୁ ପସନ୍ଦ କରନ୍ତି ତ ପୁଣି ଆଉ କିଏ ପସନ୍ଦ କରନ୍ତି ନାହିଁ । କିନ୍ତୁ କ୍ଷୀରରେ ଅନେକ ଭିଟାମିନ୍ସ ରହିଛି ଯାହା ବିଷୟରେ ଆପଣ ଜାଣିଥିବେ । କିଛି ଲୋକେ ଖାଲି କ୍ଷୀର ପିଇବା ପାଇଁ ପସନ୍ଦ କରନ୍ତି ତ ଆଉ କିଛି ସେଥିରେ ଅନ୍ୟ ସବୁ ଜିନିଷ ମିଶାଇ…

ଏହି ସବୁ ମାରାତ୍ମକ ରୋଗ ସହିତ ସଂଘର୍ଷ କରୁଛନ୍ତି ବଲିଉଡ ର ୧୪ ସୁପରଷ୍ଟାର, ଜଣେ ପିଲାବେଳୁ ଆକ୍ରାନ୍ତ

ବଲିଉଡ ପାଇଁ ସମସ୍ତେ ପାଗଳ । ସେଥିପାଇଁ ତ ନିଜର ମନ ପସନ୍ଦ ର ସୁପର ଷ୍ଟାରଙ୍କ ଫିଲ୍ମ ଯେତେବେଳେ ରିଲିିଜ ହେବାର ଥାଏ, ସେହି ଫିଲ୍ମ ପାଇଁ ଆଗରୁ ହିଁ ଟିକେଟ ବୁକ କରନ୍ତି ଫ୍ୟାନ୍ସ । ଏମିତିକି ସେମାନଙ୍କୁ କିଏ ନିଜର ଭଗବାନ ମଧ୍ୟ ମାନି ନିଅନ୍ତି କିନ୍ତୁ ଏହି ବଲିଉଡ ଷ୍ଟାରମାନଙ୍କ ଜୀବନ…

ବୈଜ୍ଞାନିକଙ୍କ ଅଜବ ଆକଳନ: ଏହି ଦିନ ଜଳିଯିବେ ସୂର୍ଯ୍ୟ, ସୂର୍ଯ୍ୟଙ୍କ ଠାରୁ ମଧ୍ୟ ୧୦୦ ଗୁଣା ବଡ ତାରା ରହିଛି…

ଆପଣମାନେ ଜାଣିଥିବେ ବର୍ତ୍ତମାନ ଦିନକୁ ଦିନ ବୈଜ୍ଞାନିକମାନେ ନୂଆ ନୂଆ ବସ୍ତୁର ଉଦ୍ଭାବନ କରୁଛନ୍ତି । ଯାହା ଦ୍ୱାରା ଦୁନିଆର ଅନେକ ଅଜବ ଅଜବ ତଥ୍ୟ ଆମ ସାମ୍ନାକୁ ଆସୁଛି । ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର ଓ ଆମ ପୃଥିବୀକୁ ନିଜର ସୂର୍ଯ୍ୟ କିରଣ ଦେଇ ସମସ୍ତଙ୍କୁ ଶକ୍ତି ଯୋଗାଇଥାଆନ୍ତି…

ହ୍ଵାଟ୍ସଆପ ପେ: ବର୍ତ୍ତମାନ ନିଜ ହ୍ଵାଟ୍ସଆପ ରେ ଚେକ କରନ୍ତୁ ବ୍ୟାଙ୍କ ବାଲାନ୍ସ, ଜାଣନ୍ତୁ ପ୍ରୋସେସ

ବର୍ତ୍ତମାନ ଡିଜିଟାଲ ମାର୍କେଟ ର ଚାହିଦା ଏତେ ବଢିଛି ଯେ, ସବୁ କାମ ଫୋନ ଓ କଂମ୍ୟୁଟର ମାଧ୍ୟମରେ ହିଁ ହେଉଛି । ଯେତେ ବଡ କାମ ହେଉନା କାହିଁକି ଆଉ ସେହି କାମହେଉଥିବା ସ୍ଥାନକୁ ଯାଇ ଘଣ୍ଟା ଘଣ୍ଟା ଧରି ଛିଡା ହେବା ପାଇଂ ପଡୁନାହିଁ । ସେ ବ୍ୟାଙ୍କ କାମ ହେଉ କିମ୍ବା ଅନ୍ୟ କୌଣସି କାମ,…

ପ୍ରେମୀ ଯୁଗଳଙ୍କ ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ ହେଉଛି ଏହି ମନ୍ଦିର, ସ୍ୱୟଂ ଭଗବାନ ଶିବ କରନ୍ତି ରକ୍ଷା

ଅନେକ ସମୟରେ ଘରୁ ବାହାରି ଆସୁଥିବା ପ୍ରେମୀ ଯୁଗଳଙ୍କ କଥା ତ ଆପଣ ଶୁଣିଥିବେ । କେମିତି ପରିସ୍ଥିତିରେ ନିଜର ପ୍ରେମକୁ ସଫଳ କରିବା ପାଇଁ ପରିବାରଙ୍କ ଠାରୁ ଲୁଚି ପ୍ରେମୀ ଯୁଗଳ ଘରୁ ଫେରାର ହୋଇ ଯାଆନ୍ତି । ପୁଣି ଏହା ଘରୁ ଯିବା ପରେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖନ ସେମାନଙ୍କୁ କରିବାକୁ ପଡେ…

CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ସାମ୍ପଲ ପେପର ପାଟର୍ନରେ ହେବ ପରିବର୍ତ୍ତନ, ଏମିତି କରନ୍ତୁ ଡାଉନଲୋଡ

ସିବିଏସଇ ଜାନୁଆରୀ ୨୦୨୨ରେ ଟର୍ମ ୨ ସାମ୍ପଲ ପେପରରେ ଏକ ବଡ ପରିବର୍ତ୍ତନ କରି ଅପଲୋଡ କରିବା ପାଇଁ ପ୍ଲାନିଙ୍ଗ କରୁଛି । ଏହା ହେବା ପଛର କାରଣ ହେଉଛି ଓମିକ୍ରନ, କୋଭିଡ ଭାରିଏଣ୍ଟ ଓମିକ୍ରନ ବର୍ତ୍ତମାନ ଦିନକୁ ଦିନ ବଢିବାରୁ ଶିକ୍ଷା ବିଭାଗର ନିର୍ଦ୍ଦେଶକ ଡ.ଜୋସେଫ ଇମାନୁଏଲ CBSEକୁ ଦୁଇ…

ପକ୍ଷୀଙ୍କୁ ଦାନା,ଗାଈ କୁ ରୁଟି, କୁକୁରକୁ କ୍ଷୀର ଦିଅନ୍ତୁ: ନୂଆ ବର୍ଷରେ ଜ୍ୟୋତିଷଙ୍କ ନିୟମ ବଦଳାଇ ଦେବ ଆପଣଙ୍କ ଜୀବନ

ଆଗକୁ ଆସୁଛି ନୂତନ ବର୍ଷ,ତେଣୁ ସେହି ହିସାବରେ ନିଜ ଜୀବନର ନୂଆ ଆରମ୍ଭ ପାଇଁ ଅନେକ ଲୋକେ ବିଭିନ୍ନ ପ୍ରକାରର କାମ କରୁଛନ୍ତି କିନ୍ତୁ ଜ୍ୟୋତିଷମାନେ ମଧ୍ୟ ଏମିତି ନୂଆ ପାଞ୍ଜି ବିଷୟରେ କିଛି କହିଛନ୍ତି ଯାହାକୁ କଲେ ଆପଣଙ୍କ ନୂଆ ବର୍ଷ ଭଲରେ କଟିବ । ଆପଣମାନେ ଜାଣିଛନ୍ତି ପଶୁ ପକ୍ଷୀ ମାନେ…

ହାଇ ସ୍ପିଡ 4G ଇଣ୍ଟରନେଟ ପାଇଁ Jio APN ସେଟିଙ୍ଗ, ଜାଣନ୍ତୁ ନେଟ ସ୍ପିଡ କରିବାର ସହଜ ଉପାୟ

ଆଜିର ଇଣ୍ଟରନେଟ ଯୁଗରେ ସମସ୍ତଙ୍କୁ ଦରକାର ହାଇସ୍ପିଡ ଇଣ୍ଟରନେଟ ଡାଟା। କାରଣ ବର୍ତ୍ତମାନ ପ୍ରାୟ ସବୁ କାମ ଇଣ୍ଟରନେଟ ମାଧ୍ୟମରେ ହିଁ ହେଉଛି । ତେଣୁ ଆପଣ ନିଜର ଫୋନ ରେ ଜିଓ ଏପିଏନ ସେଟିଙ୍ଗ କରି ୪ଜି ଇଣ୍ଟରନେଟ ର ସ୍ପିଡ କୁ ବଢାଇପାରିବେ । ବର୍ତ୍ତମାନ ଜିଓ ସିମ ବ୍ୟବହାରକାରୀମାନେ…

୨୦୨୨ ରେ ମାଇଥୋଲୋଜିକାଲ ଫିଲ୍ମ ର ବଡ ସ୍କ୍ରିନ ରେ ହେବ ବଡ ଧମାକା, ‘ବ୍ରହ୍ମାସ୍ତ୍ର’ ଠାରୁ ଆରମ୍ଭ କରି ‘ଆଦିପୁରୁଷ’…

୨୦୨୧ ଦର୍ଶକମାନଙ୍କ ସାମ୍ନାକୁ ଅନେକ ଭଲ ଭଲ ଫିଲ୍ମ ଓ ୱେବସିରିଜ ନେଇ ଆସିଛି । କୋଭିଡ କଟକଣା ମଧ୍ୟରେ ବି ଇଣ୍ଡିଆନ ଫିଲ୍ମ ଇଣ୍ଡଷ୍ଟ୍ରି, ଫିଲ୍ମ ପ୍ରେମୀଙ୍କ ପାଇଁ ଅନେକ ପ୍ରକାରର ରୋମାଞ୍ଚକର ଫିଲ୍ମ ମନୋରଞ୍ଜନ ପାଇଁ ଦର୍ଶକଙ୍କ ସାମ୍ନାକୁ ଆଣିଛି । ଯାହାଦ୍ୱାରା କୋଭିଡ –୧୯ ର ଏତେ ଖରାପ ସମୟ…

IRCTC ଟୁର ପ୍ୟାକେଜ : ଖାଇବା ପିଇବା ଫ୍ରି ସହିତ ନୂଆ ବର୍ଷରେ IRCTC ଦେଉଛି ବୈଷ୍ଣୋଦେବୀ ବୁଲିବାର ଜବରଦସ୍ତ ଅଫର

ଆସୁଛି ନୂଆ ବର୍ଷ ୨୦୨୨ , ତେଣୁ ବର୍ତ୍ତମାନ ସବୁ ଜିନିଷରେ ମିଳିବ ଦମଦାର ଅଫର । ନୂଆ ବର୍ଷରେ ଆପଣ ସମସ୍ତେ ଭ୍ରମଣ କରିବା ପାଇଁ ଅଧିକ ପସନ୍ଦ କରନ୍ତି । ଯାହା ପାଇଁ କିଛି ଲୋକେ ଟ୍ରାଭେଲ ପ୍ୟାରେଜ କୁ ଅନାଇ ବସି ଥାଆନ୍ତି । ତେଣୁ IRCTC ମଧ୍ୟ ଆଣିଛି ବୈଷ୍ଣୋଦେବୀ ଯିବାକୁ ଚାହୁଁଥିବା…

ଗର୍ଭ ନିରୋଧକ ଔଷଧ ର ଅଧିକ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ, ହୋଇପାରନ୍ତି ସାରା ଜୀବନ ପାଇଁ ନିସନ୍ତାନ

ଅନେକ ସମୟରେ କିଛି ମହିଳା ଅଛନ୍ତି ଯେଉଁମାନେ ଗର୍ଭ ନିରୋଧକ ବଟିକାର ବ୍ୟବାହାର ଅଧିକ କରିଥାଆନ୍ତି । କିନ୍ତୁ ଆପଣ କ'ଣ ଜାଣିଛନ୍ତି କି ଏହି ଗର୍ଭ ନିରୋଧକ ବଟିକାର ଅଧିକ ବ୍ୟବହାର କରିବା ଦ୍ୱାରା କେଉଁସବୁ ଅସୁବିଧାର ସାମ୍ନା କରିବାକୁ ପଡିଥାଏ ? ତେବେ ଆସନ୍ତୁ ଜାଣିବା କ'ଣ ଏହି ଔଷଧର…