ଶୀତଦିନେ ଚା’ ପିଇବାକୁ ଭଲ ପାଉଥିବା ବ୍ୟକ୍ତି ବଦଳାନ୍ତୁ ଅଭ୍ୟାସ, ବଞ୍ଚାନ୍ତୁ ଜୀବନ
ଆମ ଭିତରୁ ଖୁବ୍ କମ୍ ଲୋକ ଥିବେ ଯେଉଁମାନେ ଚା' ପିଇବାକୁ ମନା କରୁଥିବେ। ଆଉ ଶୀତ ଦିନେ ଚା' ପିଇବାର ମଜା ହିଁ ଅଲଗା। ଚା' ଏମିତି ଏକ ପାନୀୟ ଯାହା ବିନା ସକାଳ ହୁଏନି। ହେଲେ ଯେଉଁ ଚା' ଆପଣଙ୍କ ଜୀବନ ବୋଲି କହୁଛନ୍ତି ସେହି ଚା' ଆପଣଙ୍କ ଜୀବନ ନେଇଯିବ କ୍ଷଣ କରେ। ଏସବୁ ପଢ଼ି ଅଜବ ଲାଗିବ…