Browsing Tag

konark temple

ଦ୍ୱିତୀୟ କୋଣାର୍କ ମନ୍ଦିର ନିର୍ମାଣ ନେଇ ବିବାଦୀୟ ଧର୍ମଗୁରୁ ଓମବାବାଙ୍କ ଘୋଷଣା

ଭୁବନେଶ୍ବର: କୋଣାର୍କରେ ନିର୍ମାଣ ହେବ ଦ୍ୱିତୀୟ କୋଣାର୍କ ମନ୍ଦିର। ନୂଆ ମନ୍ଦିର ନିର୍ମାଣ ନେଇ ଘୋଷଣା କରିଛନ୍ତି ବିବାଦୀୟ ଧର୍ମଗୁରୁ ଓମବାବା। ଏପରିକି କୋଣାର୍କ ନିକଟରେ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି। କିଛି ଦିନ ତଳେ ରାଜ୍ୟପାଳ ଗଣେଶୀ ଲାଲ ଓ…

ବିଶ୍ୱ କବି ମହାକୁମ୍ଭର ଆଜି ତୃତୀୟ ଦିନ, ଅର୍କକ୍ଷେତ୍ର କୋଣାର୍କରେ ଚାଲିଛି ପର୍ଯ୍ୟଟନ କବିତା ପାଠୋତ୍ସବ

ଭୁବନେଶ୍ବର(କେନ୍ୟୁଜ୍):  ବିଶ୍ୱ କବି ମହାକୁମ୍ଭର ଆଜି ତୃତୀୟ ଦିନ। ଅର୍କକ୍ଷେତ୍ର କୋଣାର୍କରେ ଚାଲିଛି ପର୍ଯ୍ୟଟନ କବିତା ପାଠୋତ୍ସବ । ଇଂରାଜୀ, ସ୍ପାନିଶ ଓ ଚାଇନିଜ କବିତାର ସମାନ୍ତରାଳ କବିତା ପାଠୋତ୍ସବ କରାଯାଉଛି। ପୂର୍ବତନ ପର୍ଯ୍ୟଟନ ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା…

କୋଣାର୍କ ସୂର୍ଯ୍ୟ ମନ୍ଦିରର ସ୍ଥିିତି ଅନୁଧ୍ୟାନ କଲେ ଆମିକସ କ୍ୟୁରୀ, ଐତିହ୍ୟର ସୁରକ୍ଷା ପାଇଁ ଖୁବ ଶୀଘ୍ର ହେବ ବୈଠକ

ଗୋପ(କେନ୍ୟୁଜ୍): କୋଣାର୍କର ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିରର ସ୍ଥିିତି ଅନୁଧ୍ୟାନ କରିଛନ୍ତି ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରୀ ଏନ.କେ.ମହାନ୍ତି । ବିଶେଷକରି ସୂର୍ଯ୍ୟମନ୍ଦିରରେ ପାଣି ଜମିବା, ମନ୍ଦିର ଗର୍ଭଗୃହରୁ ବାଲି କାଡିବା, ସୂର୍ଯ୍ୟ ମନ୍ଦିରରୁ ଲୁଣି ପବନରୁ ସୁରକ୍ଷା…

୧୧ ଦିନ ବନ୍ଦ ରହିବା ପରେ ପର୍ଯ୍ୟଟକଙ୍କ ପାଇଁ ଆଜି ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର

କୋଣାର୍କ:  ଖୋଲିଲା କୋଣାର୍କ ମନ୍ଦିର । ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ପୁଣି ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର । ବାତ୍ୟା ଫନି ଯୋଗୁ ଗତ ୧୧ ଦିନ ହେବ ମନ୍ଦିର ବନ୍ଦ ରହିଥିଲା । ବାତ୍ୟା ପରେ ମନ୍ଦିର ପରିଦର୍ଶନ କରିଥିଲେ ଏଏସ୍‌ଆଇ ଡିଜି । ମନ୍ଦିରରେ କୌଣସି କ୍ଷତି ହୋଇନଥିବା ପରିଦର୍ଶନ ପରେ…

କୋଣାର୍କ ମନ୍ଦିରରେ ଏକାଧିକ ଫାଟ ନାହିଁ ବିପଦ , ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ପ୍ରତ୍ନତତ୍ତ୍ୱ ବିଭାଗ

କୋଣାର୍କ(କେନ୍ୟୁଜ୍) : ହାଇକୋର୍ଟରେ ପ୍ରତ୍ନତତ୍ତ୍ୱ ବିଭାଗ ନିର୍ଦ୍ଦେଶକଙ୍କ ସତ୍ୟପାଠ ଦାଖଲ । କୋଣାର୍କର ସୁରକ୍ଷା, ସଂରକ୍ଷଣ ଓ ମରାମତିର ତତ୍ତ୍ୱାବଧାନ ପାଇଁ ଦାୟର ମାମଲାରେ ଏହି ସତ୍ୟପାଠ ଦାଖଲ ହୋଇଛି । କୋଣାର୍କ ମନ୍ଦିରରେ ଏକାଧିକ ଫାଟ ଥିବା ଏଥିରେ କୁହାଯାଇଛି । ତେବେ ଏହି ଫାଟ ଯୋଗୁ…

କୋଣାର୍କ ସୂର୍ଯ୍ୟମନ୍ଦିର ପ୍ରତି କୌଣସି ବିପଦ ନାହିଁ , ବିଶେଷଜ୍ଞ ଟିମ୍‌ ଦେଇଛି ରିପୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀରେ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଯୋଗ ଦେଇଥିଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶାର ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ,…