Browsing Tag

kuakhia

ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଗଣ୍ଡଗୋଳ, ଅଭିଯୁକ୍ତଙ୍କ ଗିରଫ ଦାବିରେ କୁଆଖିଆ ଥାନା ଘେରାଉ କଲେ ଗ୍ରାମବାସୀ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା କୁଆଖିଆ ଥାନା ଗନ୍ଧଣ ଗ୍ରାମରେ ଜମିବାଡି ବିବାଦକୁ କେନ୍ଦ୍ରକରି ହୋଇଥିବା ଗଣ୍ଡଗୋଳ ଘଟଣା। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ କୁଆଖିଆ ଥାନା ସମ୍ମୁଖରେ ଗ୍ରାମବାସୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି। ଗ୍ରାମର ଉଭୟ…

କାଲି ରାତିରେ ମାଛ ଧରିବାକୁ କୁଆଖିଆ ନଦୀକୁ ଆସିଥିଲେ ବାପା ପୁଅ ମିଶି ତିନିଜଣ, ପାଣିରେ ବୁଡିଗଲେ ବାପା, ଏପର୍ଯ୍ୟନ୍ତ…

କେନ୍ୟୁଜ୍ (ବ୍ୟୁରୋ): ମାଛ ଧରିବା ପାଇଁ କୁଆ ଖିଆ ନଦୀକୁ  ଆସି  ପାଣିରେ ଭାସିଗଲେ ଧୀବର। ଏପର୍ଯ୍ୟନ୍ତ ମିଳୁନାହିଁ ଶରୀର। ମିଳିଥିବା  ସୂଚନା ମୁତାବକ ପିପିଲି ଦାଣ୍ଡମୁକୁନ୍ଦପୁରର ଚିତଳ ଅଞ୍ଚଳର ରାଜୁ ଖାନ ନିଜ ଦୁଇ ପୁଅ ସହ ଗତକାଲି ରାତିରେ କୁଆଖିଆ ନଦୀକୁ ମାଛ ଧରିବାକୁ ଯାଇଥିଲେ। କିନ୍ତୁ…

ଯାଜପୁର: ଡକାୟତି ଯୋଜନା ଉଦ୍ୟମ ପଣ୍ଡ କଲା କୁଆଖିଆ ପୋଲିସ, ୪ଡକାୟତ ଗିରଫ

ଯାଜପୁର(କେନ୍ୟୁଜ): ଏକ ଡକାୟତି ଯୋଜନା ଉଦ୍ୟମକୁ ପଣ୍ଡ କରିଛି କୁଆଖିଆ ପୋଲିସ। ଘଟଣାରେ ୪ଜଣ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୩ଟି ବାଇକ, ଗୋଟିଏ ଭୁଜାଲି, କଟୁରି, ଲୁହାରଡ଼, ୫ଟି ମୋବାଇଲ ଓ ନଗଦ ୧୨ ହଜାର ୮୪୦ ଟଙ୍କା ଜବତ ହୋଇଛି। ଏମାନେ ହରିପୁର ମାର୍କେଟରେ ଡକାୟତି କରିବାକୁ…