Browsing Tag

latest viral trend

ଝାଡ଼ଖଣ୍ଡରେ ପାଣ୍ଡେ ଜି ହେଲେ ଭାଇରାଲ, କିଛି ଏମିତି ଅନ୍ଦାଜରେ ପରିବା ବିକି ଡାକିଲେ ଲୋକଙ୍କୁ

ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ଝାଡ଼ଖଣ୍ଡ ଧନବାଦ ଅଞ୍ଚଳର। ଯାହାକୁ ଲୋକମାନେ ଖୁବ୍‌ ପସନ୍ଦ କରିଛନ୍ତି। ଏହି ଭିଡିଓରେ ଜଣେ ଲୋକ ମୁଣ୍ଡରେ ପଗଡ଼ି ବାନ୍ଧି , ଆଖିରେ ଚଷମା ଓ ହାତରେ ଘଡି ପିନ୍ଧି ପରିବା ବିକୁଥିଲେ। ଦବଙ୍ଗର ଚୁଲବୁଲ୍‌ ପାଣ୍ଡେଙ୍କ…

ଆପଣ କରିବାକୁ ଚାହୁଁଛନ୍ତି କି ‘ସରପ୍ରାଇଜ୍‌ ୱେଡିଙ୍ଗ’, ତ ଆଜିଠୁ କରନ୍ତୁ ପ୍ଲାନ, ଖର୍ଚ୍ଚ ହେବ ବହୁତ…

ବିବାହ ଏବଂ ବିବାହ ପ୍ରସ୍ତୁତିକୁ ନେଇ ପ୍ରତିବର୍ଷ କିଛି ନା କିଛି ନୂଆ ଟ୍ରେଣ୍ଡ ଦେଖିବାକୁ ମିଳୁଛି। ଏବେ ବିବାହ ଋତୁ ଚାଲିଥିବାରୁ ଲୋକେ ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ଭିନ୍ନ ଭିନ୍ନ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। କିନ୍ତୁ କ’ଣ ଆପଣ ସରପ୍ରାଇଜ୍‌ େଓ୍ଵଡିଂ ବିଷୟରେ ଶୁଣିଛନ୍ତି କି?…

ସୋସିଆଲ ମିଡିଆରେ ଭାଇରାଲ ହେଉଛି #koalachallenge, ଯାହାକୁ ଲୋକ ଅଷ୍ଟ୍ରେଲିଆ ଅଗ୍ନି ପୀଡ଼ିତଙ୍କ ପାଇଁ କରୁଛନ୍ତି

ବିଗତ କିଛି ମାସ ହେବ ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ଭୟାବହ ନିଅାଁ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି, ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି #koalachallenge। ଏହା ଏକ ଅଜବ ଧରଣର ଚ୍ୟାଲେଞ୍ଜ। ବିଶେଷ କରି ଫିଟ୍‌ନେସ ସହ ଜଡ଼ିତ ଲୋକ ଏହି ଚ୍ୟାଲେଞ୍ଜରେ ଭାଗ…