ରାସ୍ତା ଉପରେ ବିପଦଜନକ ଅବସ୍ଥାରେ ପଡ଼ିରହିଛି ଲକ୍ଷ୍ମୀ ବସ୍, କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ
ସରକାର ଜନସାଧାରଣଙ୍କ ସୁବିଧା ପାଇଁ ପ୍ରତି ଗାଁକୁ ଲକ୍ଷ୍ମୀ ବସ ଚଳାଚଳ କରିଛନ୍ତି । ବସ ଚଳାଚଳ ବି ହେଉଛି କିନ୍ତୁ ବସ ରଖିବା ପାଇଁ ସ୍ଥାନ ମିଳୁନାହିଁ ଯାହା ଫଳରେ ମୁଖ୍ୟ ରାସ୍ତାରେ ରହୁଛି ଲକ୍ଷ୍ମୀ ବସ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ । ଏହି ସ୍ଥାନରେ…