Browsing Tag

Laxmmi Bomb

‘ଲକ୍ଷ୍ମୀବମ୍‌’ର ପ୍ରମୋସନରେ ଯୋଗ ଦେଲେ ରିୟଲ ଲକ୍ଷ୍ମୀ, ଫଟୋ ସେୟାର କରି ସୂଚନା ଦେଲେ ଅକ୍ଷୟ କୁମାର

ଖିଲାଡ଼ି କୁମାର ଓ କିଆରା ଆଡଭାନୀଙ୍କ ଫିଲ୍ମ ‘ଲକ୍ଷ୍ମୀବମ୍‌’ ଆସନ୍ତା ମାସରେ ରିଲିଜ୍‌ ହେବାକୁ ଯାଉଛି। କିଛି ଦିନ ତଳେ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଥିବା ବେଳେ ଗତକାଲି ପ୍ରଥମ ଗୀତ ସାମ୍ନାକୁ ଆସିଛି। ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କୁ ଟ୍ରାନ୍ସଜେଣ୍ଡର ଭୂମିକାରେ ଦେଖିବାକୁ ମିଳିବ। ତେବେ…

ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍‌’ର ପ୍ରଥମ ଗୀତ ‘ବୁର୍ଜ ଖଲିଫା’ ରିଲିଜ୍‌, କୁଲ୍‌ ଅନ୍ଦାଜ୍‌ରେ ନଜର ଆସିଲେ…

ବଲିଉଡ୍‌ର ଖିଲାଡ଼ି କୁମାର ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ୍‌’ର ପ୍ରଥମ ଗୀତ ‘ବୁର୍ଜ ଖଲିଫା’ ଆଜି ରିଲିଜ୍‌ ହୋଇଛି। ଏଥିରେ କିଆରା ଆଡଭାନୀ ମଧ୍ୟ ନଜର ଆସିଛନ୍ତି। ଏହି ଧମାକେଦାର ଗୀତକୁ ଫ୍ୟାନ୍‌ମାନେ ଖୁବ୍‌ ପସନ୍ଦ କରୁଛନ୍ତି। ଟ୍ଵିଟରରେ ଏବେ #BurjKhalifa ଟ୍ରେଣ୍ଡ୍‌…