Browsing Tag

leader dead

CPIର ନ୍ୟାସନାଲ ସେକ୍ରେଟାରୀ ଅତୁଲ କୁମାର ଅଞ୍ଜନଙ୍କ ପରଲୋକ, ହସ୍ପିଟାଲରେ ଥିଲେ ଦୀର୍ଘ ଦିନ

କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ସିପିଆଇ)ର ନ୍ୟାସନାଲ ସେକ୍ରେଟାରୀ ଅତୁଲ କୁମାର ଅଞ୍ଜନଙ୍କ ଶୁକ୍ରବାର ସକାଳେ ଲକ୍ଷ୍ନୌରେ ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ । ତାଙ୍କୁ ଗତ ଏକ ମାସ ଧରି ଲକ୍ଷ୍ନୌର ମେୟୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୧୯୭୭ ମସିହାରେ ଅତୁଲ କୁମାର…

୫ ଦିନ ହେଲାଣି ଦୁବାଇରେ ମୃତ୍ୟୁ, କିନ୍ତୁ ଆଜି ଯାଏ ଘରକୁ ଫେରିନି ମୃତ ଦେହ

ଗଞ୍ଜାମ(କେନ୍ୟୁଜ୍): ୫ ଦିନ ହେଲାଣି ଦୁବାଇରେ ମୃତ୍ୟୁ ହେଲାଣି। କିନ୍ତୁ ଆଜି ଯାଏ ମୃତ ଦେହ ଘରକୁ ଫେରିନି। ଯାହାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଉଦ୍‌ବେଗ। ଗଞ୍ଜାମ ଖଲ୍ଲିକୋଟ ବ୍ଲକ କୈଠଡ଼ାର ଜୟ ଦଳେଇଙ୍କର ଗତ ୧୬ ତାରିଖରେ ଦୁବାଇରେ ମୃତ୍ୟୁ ହୋଇଥିଲା। ଜୟଙ୍କ ଶବ ଶୀଘ୍ର କିପରି ଫେରିବ ସେ…