୪୫ ହଜାର ଟଙ୍କାରୁ ବି କମ୍ ଦାମରେ ଆଣନ୍ତୁ ୫୫ ଇଞ୍ଚର ଏହି ଟିଭି, ଫିଚର୍ସ ରହିଛି ବଢ଼ିଆ
ଯଦି ଆପଣ ୫୫ ଇଞ୍ଚର ସ୍ମାର୍ଟ ଟିଭି କିଣିବାକୁ ପ୍ଲାନ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଖୁସି ଖବର । ଏହି ଟିଭିଗୁଡ଼ିକୁ ବଢ଼ିଆ ଫିଚର୍ସରେ ଲ୍ୟାସ କରାଯାଇଛି । ତେବେ ଏହାର ଦାମ୍ ୪୫ ହଜାର ଟଙ୍କାରୁ ବି କମ୍ ରହିଛି । ତେବେ ଆସନ୍ତୁ ଜାଣିବା ୪୫ ହଜାର ଟଙ୍କାରୁ ବି କମ୍ ଦାମରେ ଆପଣ କେଉଁ…