ସ୍ମାର୍ଟଟିଭିରେ ଫ୍ଲିପକାର୍ଟ ଦେଉଛି ବଢ଼ିଆ ଅଫର, ମାତ୍ର ୭ ହଜାର ଟଙ୍କାରେ କିଣି ପାରିବେ ଏହି ସ୍ମାର୍ଟଟିଭି

୭ ହଜାର ଟଙ୍କାରୁ ବି କମ ଦାମରେ ଆପଣ ଏହି ସ୍ମାର୍ଟଟିଭିର ଲାଭ ଉଠାଇ ପାରିବେ । ଇ-କମର୍ସ ସାଇଟ ଫ୍ଲିପକାର୍ଟରେ SENS ସ୍ମାର୍ଟଟିଭି ମାତ୍ର ୭ ହଜାର ଟଙ୍କାରେ ମିଳୁଛି । ବିଶେଷ କଥା ହେଉଛି ଇଲେକ୍ଟ୍ରୋନିକ୍ସ କମ୍ପାନୀ ଆର୍ଟିଫିସିଆଲ ଟେକ୍ନୋଲୋଜି ସହିତ ଏହି ସ୍ମାର୍ଟଟିଭି କୁ ଲ୍ୟାସ କରିଛି ।

ଫେଷ୍ଟିଭ ସିଜନରେ ଯଦି ଆପଣ ନୂଆ ସ୍ମାର୍ଟଟିଭି କିଣିବାକୁ ଚାହୁଁଛନ୍ତି ତେବେ ଫ୍ଲିପକାର୍ଟ ଦେଉଛି ବଢିଆ ଅଫର । ସମସ୍ତଙ୍କ ଘରେ ତ ସ୍ମାର୍ଟଟିଭି ନିଶ୍ଚିତ ଥିବ କିନ୍ତୁ ଆପଣଙ୍କ ଘରେ ଯଦି ସ୍ମାର୍ଟଟିଭି ନାହିଁ ଆପଣ ଅତି କମ ମୂଲ୍ୟ ଦେଇ ଇ-କମର୍ସ ସାଇଟରୁ ଦମଦାର ସ୍ମାର୍ଟ ଟିଭି କିଣି ପାରିବେ । ୭ ହଜାର ଟଙ୍କାରୁ ବି କମ ଦାମରେ ଆପଣ ଏହି ସ୍ମାର୍ଟଟିଭିର ଲାଭ ଉଠାଇ ପାରିବେ । ଇ-କମର୍ସ ସାଇଟ ଫ୍ଲିପକାର୍ଟରେ SENS ସ୍ମାର୍ଟଟିଭି ମାତ୍ର ୭ ହଜାର ଟଙ୍କାରେ ମିଳୁଛି । ବିଶେଷ କଥା ହେଉଛି ଇଲେକ୍ଟ୍ରୋନିକ୍ସ କମ୍ପାନୀ ଆର୍ଟିଫିସିଆଲ ଟେକ୍ନୋଲୋଜି ସହିତ ଏହି ସ୍ମାର୍ଟଟିଭି କୁ ଲ୍ୟାସ କରିଛି । ଫ୍ଲିପକାର୍ଟ ବିଗ୍ ବିଲିୟନ ଡେଜ୍‌ ସେଲରେ ଆପଣ ଏହି ସ୍ମାର୍ଟଟିଭିକୁ ବଡ଼ ଡିସକାଉଣ୍ଟରେ କିଣି ପାରିବେ । ଇ-କମର୍ସ ପ୍ଲାଟଫର୍ମରେ ପ୍ରତ୍ୟେକ ରେଞ୍ଜରେ ଦମଦାର QLED ଟିଭି ମିଳୁଛି । ଆପଣ ୩୨ ଇଞ୍ଚରୁ ୬୫ ଇଞ୍ଚ ସ୍ମାର୍ଟଟିଭିର ଭିନ୍ନ ଭିନ୍ନ ଡିଲ୍ ଏହି ପ୍ଲାଟଫର୍ମରେ ଦେଖିପାରିବେ ।

୧୫ଟି ଭିନ୍ନ ଭିନ୍ନ SKUରେ ୩୨ ଇଞ୍ଚରୁ ୬୫ ଇଞ୍ଚ ପର୍ଯ୍ୟନ୍ତ ବିଭିନ୍ନ ରେଞ୍ଜର ସ୍ମାର୍ଟଟିଭି ଅଫର ମିଳୁଛି । ବଡ଼ ଟିଭିକୁ ମିଳୁଥିବା ଭଲ ରେସପୋନ୍ସକୁ ନଜରରେ ରଖି କମ୍ପାନୀ ଏହି ରେଞ୍ଚ ସାମ୍ନାକୁ ଆଣିଛି । ନୂଆ ସ୍ମାର୍ଟଟିଭି ଭଲ ସ୍ପେସିଫିକେସନ୍‌ ଏବଂ ଫିଚର୍ସ ସହିତ ବଜାରରେ ଲଞ୍ଚ କରାଯାଇଛି । ଫ୍ଲିପକାର୍ଟ ବିଗ ବିଲିୟନ ଡେଜ୍‌ ସେଲରେ ସ୍ମାର୍ଟ ଟିଭି ଆରମ୍ଭ ମୂଲ୍ୟ ମାତ୍ର ୭,୦୦୦ ଟଙ୍କାରେ ମିଳିବ । ତେବେ ଆସନ୍ତୁ ସ୍ମାର୍ଟ ଟିଭିର କିଛି ଅଫର୍ ବିଷୟରେ ଜାଣିବା ।

ମଡର୍ଣ୍ଣ ଫିଚର୍ସର ଏକ୍ସପେରିଏନ୍ସ ଦେବା ପାଇଁ SENS ସ୍ମାର୍ଟ ଟିଭିଗୁଡ଼ିକ ଲାଟେଷ୍ଟ ଗୁଗଲ ଟିଭି ଅପରେଟିଂ ସିଷ୍ଟମ୍ ସହିତ ଆସିଥାଏ । ଏହା ୟୁଜରମାନଙ୍କୁ ଆପ୍ଲିକେସନ ଏବଂ କଣ୍ଟେଟ ସହିତ ଏକ ୟୁଜର-ଫ୍ରେଣ୍ଡଲି ଇଣ୍ଟରଫେସ୍ ଦେଇଥାଏ । ଡଲବି ଆଟମସ୍ ଟେକ୍ନୋଲୋଜି ଆପଣଙ୍କ ଅଡିଓ ଏକ୍ସପେରିଏନ୍ସକୁ ଉନ୍ନତ କରିଥାଏ । ଏହି ଟିଭିରେ ଆପଣ ନିଜର ମନପସନ୍ଦ ଚଳଚ୍ଚିତ୍ର ଏବଂ ଶୋ ଗୁଡ଼ିକ ଭଲ ସାଉଣ୍ଡ କ୍ୱାଲିଟିରେ ମଜା ନେଇ ପାରିବେ ।

ସେନ୍ସ ସ୍ମାର୍ଟଟିଭିରେ ମଡର୍ଣ୍ଣ ଲୁମିସେନ୍ସ ଏବଂ ଫ୍ଲୋରୋସେନ୍ସ ପ୍ୟାନେଲ ଟେକ୍ନୋଲୋଜି ରହିଛି । ଏହା ଆପଣଙ୍କୁ ଭଲ ଭିଜୁଆଲ୍ କ୍ୱାଲିଟି ଦେଇଥାଏ । ଫ୍ଲୋରୋସେନ୍ସ କଲରକୁ ଭଲ ଭାବେ ଦେଖାଏ ଏବଂ ଆପଣଙ୍କ ଆଖିକୁ ସୁରକ୍ଷା ମିଳିଥାଏ । ଲୁମିସେନ୍ସ 4K କ୍ୱାଲିଟି ପାଇଁ କ୍ୱାଣ୍ଟମ୍ ଡଟସ୍‌ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (AI)ର ବ୍ୟବହାର କରାଯାଇଛି । ଏହା ଦ୍ୱାରା ଆପଣଙ୍କ ଆଖିକୁ ଆରାମ ମିଳିଥାଏ । ଡଲବି ଭିଜନ ସିନେମାଟିକ୍ ଏକ୍ସପେରିଏନ୍ସକୁ ବଢ଼ାଇଥାଏ । ନୂଆ ସ୍ମାର୍ଟ ଟିଭିରେ ୨ ବର୍ଷ ପର୍ଯ୍ୟନ୍ତ ପ୍ୟାନେଲ୍ ୱାରେଣ୍ଟି ଏବଂ ୧ ବର୍ଷର ୱାରେଣ୍ଟି ମିଳୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.