ବିଶ୍ୱକପ୍ ରେ ବଡ଼ ବିପର୍ଯ୍ୟୟ: ଆଫଗାନିସ୍ତାନଠାରୁ ହାରିଲା ଇଂଲଣ୍ଡ

ଆଫଗାନିସ୍ତାନଠାରୁ ହାରିଲା ଇଂଲଣ୍ଡ । ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ୬୯ ରନରେ ହାରିଲା। ପ୍ରଥମେ ବ୍ୟାଟିଂ କରି ଆଫାଗାନିସ୍ତା ନ ୨୮୪ ରନ୍ କରିଥିଲା। ୪୧ ତମ ଓଭରରେ ୨୧୫ ରନ୍ କରି ଇଂଲଣ୍ଡ ଅଲ୍ ଆଉଟ୍ ହୋଇଥିଲା।

କେନ୍ୟୁଜ୍: ବିଶ୍ୱକପ୍ ରେ ବଡ଼ ବିପର୍ଯ୍ୟୟ। ଆଫଗାନିସ୍ତାନଠାରୁ ହାରିଲା ଇଂଲଣ୍ଡ । ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ୬୯ ରନରେ ହାରିଲା। ପ୍ରଥମେ ବ୍ୟାଟିଂ କରି ଆଫାଗାନିସ୍ତା ନ ୨୮୪ ରନ୍ କରିଥିଲା। ୪୧ ତମ ଓଭରରେ ୨୧୫ ରନ୍ କରି ଇଂଲଣ୍ଡ ଅଲ୍ ଆଉଟ୍ ହୋଇଥିଲା।

ଆଫଗାନିସ୍ତାନ ବୋଲରଙ୍କ ମୁକାବିଲା କରି ପାରି ନଥିଲେ ଇଲିଂଶ ବାହିନୀ। ମୁଜିବ୍ ଉର ରେହମାନ୍ ମ୍ୟାନ୍ ଅଫ ଦ ମ୍ୟାଚ୍ ହୋଇଛନ୍ତି। ସେ ୧୦ ଓଭରରେ ୫୧ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.