Browsing Tag

liquor shop closed

ମଦଦୋକାନ ବନ୍ଦ ନେଇ ବଢୁଛି ଅସନ୍ତୋଷ, ଦୋକାନ ଉଛେଦ ଦାବିରେ ପଞ୍ଚାୟତବାସୀ

କେନ୍ଦ୍ରାପଡା: ମଦ ଦୋକାନ ବନ୍ଦ ଦାବିରେ ତାତିଲେ ଲୋକେ । ମଦ ଦୋକାନ ବନ୍ଦ କରିବାକୁ ନେଇ ବଢ଼ୁଛି ଅସନ୍ତୋଷ । ମଦ ଦୋକାନ ଉଛେଦ ଦାବିରେ ଏକଜୁଟ ହୋଇଛନ୍ତି ଶହ ଶହ ଲୋକେ । ନିଶା ପାଇଁ କେତେ ପରିବାର ଛାରଖାର ହେଉଛି । ନିଶାରେ ଅସାମାଜିକ ଲୋକେ ଅପରାଧ କରିବାକୁ ବି ପଛାନ୍ତି ନାହିଁ । ଏହି ସବୁ…

ଜ଼ିଲ୍ଲାପାଳଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ, ଯାଜପୁର ଜିଲ୍ଲାରେ ୭୮ ଘଣ୍ଟା ପୂର୍ବରୁ ବନ୍ଦ ହେଲା ମଦ ଦୋକାନ ଓ ବାର

ଯାଜପୁର ଟାଉନ: ଯାଜପୁର ଜିଲ୍ଲାରେ ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ ତ୍ୱରିତ ପଦକ୍ଷେପ ନେଇଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ୭୮ଘଣ୍ଟା ପୁର୍ବରୁ ଜ଼ିଲ୍ଲାର ମଦ ବାର ଓ ମଦ ଦୋକାନକୁ ଅବକାରୀ ବିଭାଗ ପୂର୍ବରୁ କରାଯାଇଛି । ଆସନ୍ତା ଜୁନ ୧ରେ ଯାଜପୁର…

ମଦ ଦୋକାନ ବନ୍ଦ ଦାବିରେ ତାତିଲେ ମହିଳା, ରାସ୍ତାକୁ ଓହ୍ଲାଇ କଲେ ବିରୋଧ

ଯାଜପୁର: ମଦ ଦୋକାନ ବନ୍ଦ ଦାବିରେ ତାତିଲେ ମହିଳା। ଯାଜପୁର ଜିଲ୍ଲା ଜାରକାଠାରେ ସରକାରୀ ଦେଶୀ ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ମହିଳା ତୀବ୍ର ବିରୋଧ କରିଛନ୍ତି। ଦୁବଗାଡିଆ ମୈାଜାରେ ସରକାରଙ୍କ ପକ୍ଷରୁ ଏକ ଦେଶୀ ମଦ ଦୋକାନ ଖୋଲାଯିବା ନେଇ ପ୍ରସ୍ତାବ ରହିଛି । ଏଥିପାଇଁ ସ୍ଥାନ ନିରୂପଣ…

କରୋନା ପାଇଁ ସତର୍କତାମୂଳକ ପଦକ୍ଷେପ: ରାଜ୍ୟରେ ବନ୍ଦ ରହିବ ସମସ୍ତ ଠିପି ଖୋଲା ବିଦେଶୀ ମଦ ଦୋକାନ

ଭୁବନେଶ୍ବର: କରୋନା ପାଇଁ ସତର୍କତାମୂଳକ ପଦକ୍ଷେପ । ରାଜ୍ୟରେ ବନ୍ଦ ରହିବ ଠିପି ଖୋଲା ବିଦେଶୀ ମଦ ଦୋକାନ । ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ତୁରନ୍ତ ବନ୍ଦ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଅବକାରୀ ସଚିବ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ନିର୍ଦ୍ଦେଶ…