Browsing Tag

loot in udala

ବାଉଁଶ ପୋଲ ଉପରେ କାର୍ ଛାଡି ପଳାଇଲେ ଲୁଟେରା, ଏଟିଏମ୍‌ ଲୁଟ୍‌ରେ ସମ୍ପୃକ୍ତ ଥିବା ସନ୍ଦେହ

ଉଦଳା (କେନ୍ୟୁଜ୍‌): ଗାଡ଼ି ଛାଡ଼ି ପଳାଇଲେ ଲୁଟେରା । ୧୨ ଲକ୍ଷ ଟଙ୍କାର ଗାଡି ନେଇ ଆସି ଲୁଟ କରିଥିଲେ । ଆଉ ଲୁଟ ପରେ ପୋଲିସଠାରୁ ବଞ୍ଚିବା ପାଇଁ ଗାଡ଼ି ଛାଡ଼ି ପଳାଇଲେ । ଘଟଣା ଘଟିଛି ଖୁଣ୍ଟା ଥାନା ରାଣୀବନ୍ଧ ଗଙ୍ଗାହାର ପୋଲ ଉପରେ । ଗଙ୍ଗାହାର ବାଉଁଶ ପୋଲ ଉପରେ ଗାଡି ପାର କରି ନ ପାରି…

ଉଦଳା : ବାଇକ୍‌ରେ ଆସିଲେ ଦିନ ଦିପହରରେ ଘରେ ପଶି ସବୁ ଲୁଟି ନେଲେ

ଉଦଳା (କେନ୍ଯୁଜ୍): ବାଇକ୍‌ରେ ଆସି ଘରେ ପଶିଲେ ,ଗହଣା ଲୁଟିନେଲେ। ଉଦଳା ଥାନା NAC ୫ ନଂ ୱାର୍ଡରେ ଏହି ଘଟଣା ଘଟିଛି। ସ୍ପଷ୍ଟ ଦିବାଲୋକରେ ଏହି ଲୁଟ୍‌ ହୋଇଛି। ଉଦଳା ଥାନା ୫ନଂ ୱାର୍ଡର ବାସିନ୍ଦା ନିରଞ୍ଜନ ସାହୁଙ୍କ ସ୍ତ୍ରୀ ମମତା ସାହୁ ଘରେ ଏକୁଟିଆ ଥିବା ବେଳେ ଦୁଇ ଜଣ ଯୁବକ ଆସି ତାଙ୍କ…

ସିସିଟିଭିରେ ଲୁଟର ଲାଇଭ ଚିତ୍ର: ଗାଡି ହ୍ଯାଣ୍ଡେଲରେ ଚୁଇଙ୍ଗମ୍ ଲଗାଇ ଟଙ୍କା ଭର୍ତ୍ତି ବ୍ଯାଗ୍ ନେଇ ଛୁ ମାରିଲା ଚୋର

ଉଦଳା(କେନ୍ଯୁଜ୍): ଚୋର ଚୋରୀ କରିବା ପାଇଁ ସବୁବେଳେ ନୂଆ ନୂଆ ତରିକା ବିଷୟରେ ଭାବିଥାଏ। କିପରି ସହଜରେ ଏବଂ କମ୍ ସମୟ ଭିତରେ ନିଜର କାରନାମା କରି ଚମ୍ପଟ ମାରିବ ତାହା ମଧ୍ୟ ଚିନ୍ତା କରିଥାଏ। ତେବେ ପ୍ରତିଦିନ ଚୋରୀ ଆଉ ଚୋରକୁ ନେଇ ଅନେକ ଖବର ସାମ୍ନାକୁ ଆସୁଛି । ଏମିତି ପୁଣି ଏକ ଚୋରର…