Below header
Browsing Tag

loot

ନିଶା ଔଷଧ ଦେଇ ଲୁଟ୍‌: ମହିଳାଙ୍କଠୁ ୨୫ ହଜାର ଟଙ୍କା ଲୁଟିନେଲା ଅଟୋ ଡ୍ରାଇଭର

କାମାକ୍ଷାନଗର (କେନ୍ୟୁଜ): ନିଶା ଦେଇ ମହିଳାଙ୍କଠୁ ଲୁଟ୍‌। ଜୋର ଜବରଦସ୍ତ ନିଶା ଔଷଧ ଦେଇ ମହିଳାଙ୍କଠୁ ଲୁଟିନେଲେ ୨୫ ହଜାର ଟଙ୍କା । କାମାକ୍ଷାନଗର ମାଳାପୁରା ଦେହୁରୀସାହିର କୈଳାଶ ଦେହୁରୀଙ୍କ ପତ୍ନୀ ମିନିକା ଦେହୁରୀ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଲୁଟର ଶିକାର ହୋଇଛନ୍ତି ।…

ପତଞ୍ଜଳି ଷ୍ଟୋରରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଲୁଟିନେଲେ ଲକ୍ଷାଧିକ ଟଙ୍କାର ମେଡିସିନ 

ଭୁବନେଶ୍ୱର (କେନ୍ୟୁଜ): ପତଞ୍ଜଳି ଷ୍ଟୋରରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ମୁହଁରେ ମୁଖା, ହାତରେ ଶାବଳ ଧରି ରାଜଧାନୀରୁ ଲୁଟିଲେ ଲୁଟେରା । ତମାଣ୍ଡୋ ଥାନା କଳିଙ୍ଗ ବିହାର K4ଏଲଆଇଜି ପ୍ଲଟ ୮୬୭ ଥିବା ପତାଞ୍ଜଳି ଷ୍ଟୋରରୁ ଲୁଟ୍ ଲକ୍ଷାଧିକ ଟଙ୍କାର ମେଡିସିନ ସହ ୫୦ ହଜାରରୁ ଊର୍ଦ୍ଧ୍ବ ନଗଦ…

କଳା ପଲସରରେ ଆସିଲେ ସ୍ପଷ୍ଟ ଦିବାଲୋକରେ ଲୁଟିଲେ, ୧୭ ଲକ୍ଷ ୫୦ ହଜାର ଟଙ୍କା ଝାମ୍ପିନେଲେ

ଫୁଲବାଣୀ(କେନ୍ୟୁଜ୍): ସ୍ପଷ୍ଟ ଦିବାଲୋକରେ ଲୁଟ୍‌ । କଳା ପଲସରରେ ଆସିଲେ । ଟଙ୍କା ନେଇ ଛୁ ମାରିଲେ । ଫୁଲବାଣୀରେ କଳା ପଲସରେ ଆସି ବ୍ୟବସାୟୀଙ୍କଠାରୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ । ଆକ୍ସିସ ବ୍ୟାଙ୍କ ନିକଟରୁ ଏହି ଲୁଟ୍‌ ହୋଇଛି । ଡକାୟତିର ଶିକାର ହୋଇଛନ୍ତି…

ବନ୍ଧୁକ ଦେଖାଇ ଲୁଟ୍‌, ନେଇଗଲେ ୩ଲକ୍ଷରୁ ଅଧିକ ଟଙ୍କା

ସୋର (କେନ୍ୟୁଜ): ବନ୍ଧୁକ ଦେଖାଇ ୩ ଲକ୍ଷ ୭୦ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ସୋର ଅନନ୍ତପୁର ଫାଣ୍ଡିଗୁଡ୍ ଅନ୍ତର୍ଗତ ବଡେଇବାଙ୍କ ଛକରେ ଏହି ଲୁଟ୍‌ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, କିଓସ୍କ ବ୍ୟାଙ୍କକୁ ଟଙ୍କା ନେଇଯିବା…

ଘରେ ପଶି ମହିଳାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌ ଉଦ୍ୟମ, ପାଟି କରିବାରୁ ବନ୍ଧୁକ ଓ ବାଇକ ଛାଡି ମାରିଲେ ଚମ୍ପଟ

ଆଳି (କେନ୍ୟୁଜ): ଘରେ ପଶି ମହିଳାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌ ଉଦ୍ୟମ । ମହିଳା ପାଟି କରିବାରୁ ବନ୍ଧୁକ ଓ ବାଇକ ଛାଡି ଚମ୍ପଟ ମାରିଲା ଲୁଟେରା । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ବନ୍ଧସାହି ବିଲିକଣା ଗାଁରେ । ଗତକାଲି ରାତି ୯ଟାରେ ଗାଁର ଅଜୟ କୁମାର ଦାସ ଘରେ…

ଘରର ଗ୍ରୀଲ ତାଲା ଭାଙ୍ଗି ସୁନାଗହଣା ସହ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

ଘଟଗାଁ(କେନ୍ୟୁଜ୍): ସୁନାଗହଣା ସହ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ। କେନ୍ଦୁଝର ଜିଲ୍ଲା ପାଟଣାଥାନା ଅନ୍ତର୍ଗତ ଦୁର୍ଗାଦେଇପୁର ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା। ସୁନାଗହଣା ସହ ଟଙ୍କା ଲୁଟିନେଇଛନ୍ତି କିଛି ଦୁର୍ବୁତ୍ତ। ସୂଚନା ମୁତାବକ, ଗାଁର ପ୍ରକାଶ ପ୍ରଶାନ୍ତ ନାଏକ ନିଜ ବିଲ କୁ…

ଗୋଟିଏ ଦିନରେ ୭ଟି ବସରେ କଳା କନା ବୁଲାଇଲେ ଚୋର

କଣ୍ଟାବାଞ୍ଜି(କେନ୍ୟୁଜ୍): ଗୋଟିଏ ଦିନରେ ୭ଟି ବସରେ କଳା କନା ବୁଲାଇଲେ ଚୋର । କିଛି ଲୋକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କଲା ପୋଲିସ । ବିଳମ୍ବିତ ରାତିରେ କଣ୍ଟାବାଞ୍ଜି ବସ ଷ୍ଟାଣ୍ଡରେ ରହୁଥିବା ୭ ଟି ବସରୁ ଚୋରି ହୋଇଛି । ଗାଡିରୁ ଟଙ୍କା, କପଡା, ସାଇକେଲ ଟାୟାର, ଟ୍ୟୁବ,ମୋବାଇଲ ଆଦି…

ବନ୍ଧୁକ ଦେଖାଇ ଫିଲ୍ମ ଷ୍ଟାଇଲରେ ଲୁଟ୍: ମିକ୍ସଚର କମ୍ପାନୀର ପିକଅପ ଭ୍ୟାନରୁ ୫ ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ

ସାଲେପୁର(କେନ୍ୟୁଜ୍): ବନ୍ଧୁକ ଦେଖାଇ ଫିଲ୍ମ ଷ୍ଟାଇଲରେ ଲୁଟ୍‌ । ୫ ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ରାଣୀପଡ଼ା ଠାରେ ଘଟିଛି ଏହି ଘଟଣା । କଟକ-ଚାନ୍ଦବାଲି ରାସ୍ତାରେ ସାଲେପୁରର ଏକ ଘରୋଇ ମିକ୍ସଚର କମ୍ପାନୀର ପିକଅପ ଭ୍ୟାନ୍ କେନ୍ଦ୍ରାପଡ଼ାରୁ…

କଟକ ଖୁଣ୍ଟିଆ ଲେନ୍‌ରୁ ଶନି ମନ୍ଦିର ଛକ ଭିତରେ ସିରିଜ୍‌ ଲୁଟ୍‌: ବିଭିନ୍ନ ସାମଗ୍ରୀ ସହ ଅଟୋ ଚୋରି କରି ନେଇଛନ୍ତି…

କଟକ(କେନ୍ୟୁଜ୍): କଟକ ବାଦାମବାଡ଼ି ଥାନା ଅଞ୍ଚଳରେ ସିରିଜ୍‌ ଲୁଟ୍‌ । ଖୁଣ୍ଟିଆ ଲେନ୍‌ରୁ ଶନି ମନ୍ଦିର ଛକ ଭିତରେ ୩ଟି ଲୁଟ୍‌ ହୋଇଛି । ୨ଟି ଦୋକାନରୁ ବିଭିନ୍ନ ସାମଗ୍ରୀ ଲୁଟ୍‌ ହେବା ସହ ଏକ ପାସେଞ୍ଜର ଅଟୋ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଦୁଇ ଦିନ ପୂର୍ବରୁ ମଧ୍ୟ ନ୍ୟୁ LIC କଲୋନୀ…

ପାରାଦ୍ୱୀପ ବସଷ୍ଟାଣ୍ଡରେ ବସ୍ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ନିଶା ଦେଇ ଲୁଟ୍

ପାରାଦ୍ୱୀପ (କେନ୍ୟୁଜ୍): ବସ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ନିଶା ଦେଇ ଲୁଟ ଅଭିଯୋଗ। ପାରାଦ୍ୱୀପ ବସଷ୍ଟାଣ୍ଡରେ ଏଭଳି ଘଟଣା ଘଟିଛି। ପୁରୀରୁ ପାରାଦୀପ ଆସୁଥିବା ଶିବଶକ୍ତି ବସରେ ଲୁଟ ହୋଇଛି। ବସ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଆଜି ସକାଳୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଗତକାଲି ପୁରୀରୁ ବସ…

ମାତିଛନ୍ତି ଲୁଟେରା : ଦିନ ଦ୍ୱିପ୍ରହରରେ ଜନଗହଳିପୂର୍ଣ୍ଣ ରାସ୍ତାରୁ ବ୍ୟବସାୟୀଙ୍କଠୁ ଝାମ୍ପିନେଲେ ୧୧ ଲକ୍ଷ ଟଙ୍କା

ସମ୍ବଲପୁର (କେନ୍ୟୁଜ): ଦିନ ଦ୍ୱିପ୍ରହରରେ ଜନଗହଳି ରାସ୍ତାରୁ ଝାମ୍ପିନେଲେ ୧୧ ଲକ୍ଷ । ଦଶହରା ପର୍ବ ଶେଷ ହେଉ ହେଉ ସମ୍ବଲପୁର ସହରରେ ମାତିଛନ୍ତି ଲୁଟେରା । ଆଜି ଲୁଟେରା ମାନେ ଜଣେ ବ୍ୟବସାୟୀଙ୍କ ହାତରୁ ୧୧ ଲକ୍ଷ ରୁ ଉର୍ଧ୍ଵ ଟଙ୍କା ଝାମ୍ପି ନେଇଛନ୍ତି। ଟାଉନ ଥାନା ଅନ୍ତର୍ଗତ ମୋଡ଼ିପଡ଼ା…

ପୁଣି ମୋ ବସରୁ ଚୋରି, ୭୦ ବର୍ଷୀୟ ହୃଦରୋଗୀଙ୍କଠାରୁ ଲୁଟିଲେ ଲୁଟେରା

ଭୁବନେଶ୍ୱର(କେନ୍ୟୁଜ୍): ପୁଣି ମୋ ବସରୁ ଲୁଟିଲେ ଲୁଟେରା। ୭୦ ବର୍ଷୀୟ ହୃଦରୋଗୀଙ୍କଠୁ ଲୁଟ୍। ଲୁଟରା ଶିକାର ହେଇଥିବା ବ୍ଯକ୍ତି ହେଉଛନ୍ତି ଅକ୍ଷୟ କୁମାର ନାୟକ। ସେ କ୍ୟାପିଟାଲ ଥାନାରେ ଏ ନେଇ ଏତଲା ଦେଇଛନ୍ତି। ସୂଚନା ମୁତାବକ, ରସୁଲଗଡରୁ ସେ ୨୫ ନମ୍ବର ବସରେ ଯାଉଥିଲେ । ବସଟି ରାଜମହଲ…