Browsing Tag

lord ganesha puja

ଛୋଟ ଛୋଟ ପିଲାମାନେ ମିଶି ତିଆରି କରୁଛନ୍ତି ବିରାଟ ଗଣେଶ ମୂର୍ତ୍ତି, ଖୁବ୍ ନିଆରା ଏଠାକାର ଗଣେଶ ପୂଜା

ପୁରୀ: ଆଗକୁ ଆସୁଛି ଗଣେଶ ପୂଜା । ବିଘ୍ନ ବିନାଶକଙ୍କ ପୂଜା ପାଇଁ ସବୁ ଆଡେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି ପୂଜା ପାଇବେ ଶ୍ରୀଗଣେଶ । କିନ୍ତୁ ପୁରୀ ସଦର ବ୍ଲକ ଚାରିନଳା ଅଞ୍ଚଳର ଗଣେଶ ପୂଜା ଅତ୍ୟନ୍ତ ନିଆରା । ଏହି ଗାଁର ଛୋଟ ଛୋଟ ପିଲାମାନେ ମିଶି ପ୍ରତି…

ଗଣେଶ ପୂଜା ଭୋଗ ଖାଇ ୫୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଝାଡା ବାନ୍ତିରେ ଗୁରୁତର

ବାଙ୍ଗିରିପୋଷି : ଗଣେଶ ପୂଜା ଭୋଗ ଖାଇ ୫୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଝାଡା ବାନ୍ତିରେ ଗୁରୁତର । ଗତକାଲି ବାଙ୍ଗିରିପୋଷି ବ୍ଲକ ଭୂଆସୁଣୀ ପଞ୍ଚାୟତ ରାୟାଁ ଗାଁ ସ୍କୁଲରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲା। ଗଣେଶଙ୍କ ଠାରେ ଲାଗି ହୋଇଥିବା ଚୁଡା ଭୋଗ ଗ୍ରାମବାସୀଙ୍କ ମଧ୍ୟରେ ବଣ୍ଟା ହୋଇଥିଲା l…

ଗଣେଶଙ୍କ ବିକୃତ ମୂର୍ତ୍ତି ତିଆରି କଲେ କଡ଼ା କାର୍ଯ୍ୟାନୁଷ୍ଠାନ, ଟ୍ୱିନ୍ ସିଟିରେ ଡିଜେ ବନ୍ଦ: ପୋଲିସ କମିଶନର

କଟକ : ପାର୍ବଣ ପୂର୍ବରୁ କଡ଼ା ଚେତାବନୀ ଦେଇଛି କମିଶନରେଟ୍ ପୋଲିସ୍ । ଆଉ କିଛିଦିନ ପରେ ଧରାବତରଣ କରିବେ ପ୍ରଭୁ ଗଜାନନ । ଗଜାନନଙ୍କ ବିକୃତ ମୂର୍ତ୍ତି କଲେ ଆଉ ରକ୍ଷାନାହିଁ , ହେବ କାର୍ଯ୍ୟାନୁଷ୍ଠାନ । ସେହିପରି ଏଥର ଗଣେଶ ପୂଜାରେ କଟକ-ଭୁବନେଶ୍ୱରରେ ଡିଜେ ବନ୍ଦ । ଗଣେଶ ପୂଜା ନେଇ କଟକରେ…

ଗଜାନନଙ୍କ ଆଜ୍ଞା ଲଡ଼ୁ ପାଇବା ପାଇଁ ଏଠାରେ ପ୍ରତିବର୍ଷ ଚାଲେ ପ୍ରତିଯୋଗିତା, ଜାଣନ୍ତୁ ଏହି ଲଡ଼ୁର ମହତ୍ୱ

କୁହାଯାଏ ଠାକୁରଙ୍କ ଦର୍ଶନରେ ଯେମିତି ଆତ୍ମତୃପ୍ତି ମିଳେ ସେହିଭଳି ଠାକୁରଙ୍କ ପ୍ରସାଦ ସେବନରେ ମଧ୍ୟ ମାହାତ୍ମ୍ୟ ଥାଏ। ତାଳଚେରରେ ପ୍ରଭୁ ଗଜାନନଙ୍କ ଭସାଣି ରେ ଆଜ୍ଞା ଲଡୁର ନିଲାମ ପ୍ରାଚୀନ ପ୍ରଥା ରହିଆସିଛି।ସେଥିପାଇଁ ତ ପ୍ରତିବର୍ଷ ଏହି ଆଜ୍ଞା ଲଡୁକୁ ଲକ୍ଷ ଲକ୍ଷ ଟଙ୍କାରେ କିଣି ନିଅନ୍ତି…

ଆସନ୍ତା ମେ ୪ ତାରିଖରେ ବିନାୟକ ଚତୁର୍ଦ୍ଦଶୀ, ଏପରି ପୂଜା କରି ବିଘ୍ନ ବିନାଶକଙ୍କୁ କରନ୍ତୁ ପ୍ରସନ୍ନ

କୌଣସି ଶୁଭ କାର୍ଯ୍ୟ କରିବା ସମୟରେ ସର୍ବ ପ୍ରଥମେ ଭଗବାନ ଶ୍ରୀ ଗଣେଶଙ୍କୁ ଆବାହନ କରାଯାଇଥାଏ। ଭଗବାନ ଶ୍ରୀ ଗଣେଶ ଶୁଭଫଳ ଦାୟକ ହୋଇଥାନ୍ତି ଏବଂ ଲଡ଼ୁ ଭଳି ତାଙ୍କର ବାଣୀ ମିଠା ହୋଇଥାଏ ଓ ତାଙ୍କ ହସ ମଧ୍ୟ ସମସ୍ତ ଭକ୍ତମାନଙ୍କୁ ପ୍ରସନ୍ନତା କରିଥାଏ। ପ୍ରତ୍ଯେକ ବର୍ଷ ଏହି ପର୍ବ ଭାଦ୍ରପଦ ମାସର…

ଦୁଃଖରୁ ମୁକୁଳିବାକୁ ଚାହୁଁଛନ୍ତି କି ? ବୁଧବାର କରନ୍ତୁ ଶ୍ରୀଗଣେଶଙ୍କ ଏପରି ପୂଜା

ହିନ୍ଦୁ ଧର୍ମରେ ଶ୍ରୀଗଣେଶଜୀ ଅଗ୍ର ପୂଜ୍ୟ ଅଟନ୍ତି । କୌଣସି ବି ପୂଜା ହେଲେ ଶ୍ରୀ ଗଣେଶଜୀଙ୍କୁ ପ୍ରଥମେ ପୂଜା କରାଯାଏ । ଭଗବାନ ଗଣେଶଙ୍କୁ ବିଘ୍ନହର୍ତା କୁହାଯାଏ । ସେ ମନୁଷ୍ୟର ସମସ୍ତ ବିଘ୍ନ ନାଶ କରିଥାନ୍ତି । ମାନ୍ୟତା ରହିଛି ଶ୍ରୀ ଗଣେଶଙ୍କ କୃପା ଦୃଷ୍ଟି ରହିଲେ ମନୁଷ୍ୟର ସବୁ କଷ୍ଟ…