Below header
Browsing Tag

lord sri jagannath

ପ୍ରଥମ ଥର ପାଇଁ ଟମାଟୋରେ ଦୃଶ୍ୟମାନ ହେଲେ ଜଗତର ନାଥ ଶ୍ରୀଜଗନ୍ନାଥ, ଅଲୌକିକ ଦୃଶ୍ୟ ଦେଖିବା ପାଇଁ ଲାଗିଲା ପ୍ରବଳ ଭିଡ଼

ପାଟଣାଗଡ଼ (କେନ୍ୟୁଜ): ଟମାଟୋରେ ଦୃଶ୍ୟମାନ ହୋଇଛନ୍ତି ଜଗତର ନାଥ ଜଗନ୍ନାଥ । ସତରେ ଶ୍ରୀଜିଉ ନିଜ ଭକ୍ତଙ୍କ ପାଇଁ ଏ ଧରାଧାମକୁ ଓହ୍ଲାଇ ଆସିଛନ୍ତି । କେତେବେଳେ ପରଟାରେ ଜଗନ୍ନାଥ ଆବିର୍ଭାବ ହୁଅନ୍ତି ତ କେତେବେଳେ କାନ୍ଥରେ ଉଭା ହୋଇପଡ଼ନ୍ତି ଜଗନ୍ନାଥ। କିନ୍ତୁ ପ୍ରଥମ ଥର ପାଇଁ ଟମାଟୋରେ…

ମିଳିଲା କାଳିଆ ଦର୍ଶନ, ବୃଦ୍ଧ ବୃଦ୍ଧାଙ୍କ ଇଚ୍ଛା ପୂରଣ କଲେ ସ୍ୱେଚ୍ଛାସେବୀ ଯୁବକ

ବୃଦ୍ଧ ବୃଦ୍ଧାଙ୍କ ଇଚ୍ଛା ଥାଏ ଟିକେ ଶ୍ରୀମନ୍ଦିର ବୁଲିବାକୁ । କିନ୍ତୁ ବୟସର ଅପରାହ୍ନରେ ନିଜେ ପୁରୀ ଯିବା ସମ୍ଭବ ହୋଇନଥାଏ । ତେଣୁ କିଛି ସ୍ୱେଚ୍ଛାସେବୀ ଯୁବକମାନେ ବୃଦ୍ଧ ବୃଦ୍ଧାଙ୍କୁ ଧରି ବାହାରିଥିଲେ ଶ୍ରୀମନ୍ଦିର । ଆଉ ଶେଷର କାଳିଆ ଦର୍ଶନ କରିଥିଲେ ସମସ୍ତେ । ବିଗତ ୯ ବର୍ଷ ଭଳି ଚଳିତ…

ଘୋଡ଼ ଅଧିବାସ ନୀତି କଣ ? ଜାଣନ୍ତୁ ଏହି ନୀତିର ବିଶେଷ ମହତ୍ତ୍ୱ

ମହାପ୍ରଭୁଙ୍କର ତ ଅନେକ ନୀତି ପାଳନ କରାଯାଏ । କିନ୍ତୁ ଆପଣ ଜାଣିଛନ୍ତି କି ମହାପ୍ରଭୁଙ୍କ ଘୋଡ଼ ଅଧିବାସ ନୀତି କଣ । ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ବାଦଶ ଯାତ୍ରାମାନଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ । ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଓଢ଼ଣ ଷଷ୍ଠୀ ନୀତି ପାଳିତ ହୋଇଯାଇଛି । ମାର୍ଗଶିର…

ଜାଣନ୍ତୁ କାହିଁକି ମହାପ୍ରଭୁଙ୍କ ମହାପ୍ରସାଦରେ ପଡ଼େନି ଆଳୁ

ଜଗତର ନାଥ ଜଗନ୍ନାଥ । ପ୍ରତ୍ୟେକ ଓଡିଆଙ୍କର ଆରାଧ୍ୟ ଦେବତା ଜଗନ୍ନାଥ । ଯାହାଙ୍କ ପ।ଇଁ ସମଗ୍ର ବିଶ୍ୱରେ ଭାରତ ପରିଚିତ। ମହା ପ୍ରଭୁଙ୍କୁ ନେଇ ଏଭଳି ଅନେକ କଥା ରହିଛି ଯାହା ବିଷୟରେ ଆପଣ ଜାଣିବା ଦରକାର । ତେବେ ଆସନ୍ତୁ ଜାଣିବା ସେହି ମହାପ୍ରଭୁଙ୍କ ପାଖରେ ଲାଗି ହେଉଥିବା ମହାପ୍ରସାଦର କଣ…

ଶ୍ରୀ ଅଙ୍ଗଙ୍କ ସେବାରେ ଶ୍ରୀଅଙ୍ଗ, କୁନି ବୟସରେ ସାଜିଲେ ମହାପ୍ରଭୁଙ୍କ ସେବାୟତ

 ପୁରୀ(କେ ନ୍ୟୁଜ): ଶ୍ରୀଅଙ୍ଗ ସହ ମିଳନ ହୋଇଛି ଶ୍ରୀଅଙ୍ଗର । ମାତ୍ର ୬ମାସର ଶିଶୁପୁତ୍ର ହେଉଛି ଶ୍ରୀଅଙ୍ଗ। କିନ୍ତୁ ମହାପ୍ରଭୁଙ୍କ ସେବା କରିବାର ସୁଯୋଗ ଆଜି ସେ ପାଇଛି। କୁନି କୁନି ହାତରେ ସେ ମହାପ୍ରଭୁଙ୍କୁ ପ୍ରଣାମ କରି ରୂପାମୁଦ୍ରା ଭେଟି ଦେଇଛି । ସେହିପରି ଜଗାବଳିଆଙ୍କ ଅଣସର ସେବା…

ତୃତୀୟ ଦିନରେ ଶ୍ରୀ ଜଗନ୍ନାଥ ଦର୍ଶନ, କାଲିଠୁ ଓ୍ଵାର୍ଡ ଅନୁଯାୟୀ ଦର୍ଶନ କରିବେ ପୁରୀ ସହରବାସୀ

 ପୁରୀ(କେ ନ୍ୟୁଜ): ଲାଗିଲା କାଳିଆ ଡୋରି । ମନ୍ଦିର ଖୋଲିବା ପରେ ଆଜି ତୃତୀୟ ଦିନରେ ସେବାୟତଙ୍କ ପରିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଆସନ୍ତାକାଲିଠୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ପୁରୀ ସହରବାସୀ । ଦୀର୍ଘ ୯ମାସ ପରେ ଦର୍ଶନ ହେଉଥିବାରୁ ଭିଡକୁ ଦୃଷ୍ଟିରେ ରଖି ପ୍ରତ୍ୟେକ…