Browsing Tag

love sex

ବେଡ୍‌ରେ ପାର୍ଟନରଙ୍କୁ ସନ୍ତୁଷ୍ଟ କରି ପାରୁନାହାନ୍ତି କି? ପୁରୁଷତ୍ୱ ବଢ଼ାଇବାକୁ ସେବନ କରନ୍ତୁ ଏହି ୫ଟି ଫଳ

ବର୍ତ୍ତମାନର ଟେନ୍ସନ୍‌ ଓ ଷ୍ଟ୍ରେସ୍‌ଭରା ଜୀବନରେ ଆରାମ କରିବା ତଥା ଶରୀର ଉପରେ ଧ୍ୟାନ ଦେବା ଏକ ପ୍ରକାର ଅସମ୍ଭବ ହୋଇପଡ଼ିଲାଣି। ଏହି ଅସନ୍ତୁଳିତ ଲାଇଫ୍‌ ଷ୍ଟାଇଲ୍‌ର ପ୍ରଭାବ ଶାରୀରିକ ସମ୍ପର୍କ ଉପରେ ମଧ୍ୟ ପଡ଼ିଥାଏ। ଖାସ୍‌ କରି ପୁରୁଷମାନଙ୍କ ଉପରେ ଏହାର ଅଧିକ ପ୍ରଭାବ ପଡ଼ିଥାଏ। ବେଳେ ବେଳେ…

ଦାରିଙ୍ଗିବାଡ଼ି: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଦେଲେ ମେଡିକାଲ ବିପିଏମ୍‌, ଠକାମୀର ଶିକାର ହୋଇଛନ୍ତି ଜଣେ ଆୟୁଷ…

ଦାରିଙ୍ଗିବାଡ଼ି(କେନ୍ୟୁଜ୍): ଲଭ୍‌, ସେକ୍ସ ଓ ଧୋକା। ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା। ଠକାମୀର ଶିକାର ହୋଇଛନ୍ତି ଜଣେ ଆୟୁଷ ଡାକ୍ତରାଣୀ। ଏନେଇ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଥାନାରେ ସେ ଏତଲା ଦେଇଛନ୍ତି। ଅଭିଯୋଗ କରିଛନ୍ତି, ମେଡିକାଲର ବିପିଏମ୍‌ ଅମୂଲ୍ୟ ପାଣିଗ୍ରାହୀ ତାଙ୍କୁ…