Below header
Browsing Tag

lpg commercial

ନୂଆ ବର୍ଷରେ ବ୍ୟବସାୟୀଙ୍କୁ ଆଶ୍ୱସ୍ତି, କମିଲା ଏଲପିଜି ସିଲିଣ୍ଡର ଦାମ୍‌

ନୂଆବର୍ଷରୁ ଖୁସି ଖବର । ବର୍ଷର ପ୍ରଥମ ଦିନରୁ କର୍ମସିଆଲ ସିଲିଣ୍ଡର ଦାମ୍‌ କମିଛି । ରାଜଧାନୀ ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ସବୁ ସ୍ଥାନରେ ଏଲପିଜି ସିଲିଣ୍ଡର ଦାମ୍‌ ହ୍ରାସ ପାଇଛି । ଅଏଲ ମାର୍କେଟିଂ କମ୍ପାନୀ ୧୯ କିଗ୍ରା କର୍ମସିଆଲ ସିଲିଣ୍ଡର ଗ୍ୟାସ ଦାମ୍‌ ୧.୫୦ ଟ. ରୁ ୪.୫୦ ଟ. କମିଛି…

ମାସ ଆରମ୍ଭରୁ ବଢିଲା ଏଲପିଜି ସିଲିଣ୍ଡର ଦାମ୍‌, ବଢିଲା ୧୦୧.୫୦ ଟଙ୍କା

ମାସ ଆରମ୍ଭରୁ ଗ୍ରାହକଙ୍କୁ ଝଟକା । ବଢିଲା ଏଲପିଜି ସିଲିଣ୍ଡର ଦାମ୍‌ । କର୍ମସିଆଲ ଏଲପିଜି ସିଲିଣ୍ଡରର ଦାମ୍‌ ୧୦୧.୫୦ ପଇସା ବୃଦ୍ଧି ପାଇଛି । ଏହି ଦର ଆଜିଠାରୁ ଲାଗୁ ହେବ । ଏହି ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୮୩୩ ଟଙ୍କା ହୋଇଛି ।…

ମାସ ଆରମ୍ଭରୁ କମିଲା ଗ୍ୟାସ ଦର

ଆଜିଠାରୁ ଜୁନ ମାସ ଆରମ୍ଭ ହେଉଥିବା ବେଳେ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ଇଲେକ୍ଟ୍ରି ବାଇକ ଠାରୁ ଆରମ୍ଭ କରି ଭାରତୀୟ ରିଜର୍ଭ ବ୍ୟାଙ୍କ ର କିଛି ନିୟମ ବଦଳିବାକୁ ଯାଉଛି । ତେବେ ଏହା ମଧ୍ୟରେ ମାସ ଆରମ୍ଭରୁ ଗ୍ରାହକଙ୍କ ପାଇଁ ଆସିଛି ଏକ ବଢ଼ିଆ ଖୁସି ଖବର । ପେଟ୍ରୋଲିୟମ କମ୍ପାନୀ…