Browsing Tag

lpg cylinder booking

ଏବେ ଆଉ ଚିନ୍ତା ନାହିଁ କି ଦୌଡିବାର ନାହିଁ, ମାତ୍ର ଗୋଟିଏ ମିସଡ୍‌ କଲ୍‌ ଦେଇ କରନ୍ତୁ LPG କନେକସନ୍‌

ଏବେ ଆପଣଙ୍କୁ ରୋଷେଇ ଗ୍ୟାସର ନୂଆ କନେକସନ୍‌ ନେବା ପାଇଁ ଗ୍ୟାସ୍‌ ଏଜେନ୍ସୀ ଅଫିସର ଚକ୍କର କାଟିବାକୁ ପଡିବନାହିଁ। ଗୋଟେ ସମୟ ଥିଲା ଯେତେବେଳେ ରନ୍ଧନ ଗ୍ୟାସ କନେକସନ୍‌ ନେବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଥିଲା। ଆଉ ଏହି କାମ ଏତେ ସହଜରେ ବି ହେଉନଥିଲା। କିନ୍ତୁ ଏବେ…

ଏହି ଆପରେ ବୁକ୍‌ କରି କ୍ୟାସବ୍ୟାକ୍‌ ପାଇବା ସହ ପାଆନ୍ତୁ ମାଗଣାରେ LPG ସିଲିଣ୍ଡର

ଗ୍ୟାସ ସରିଯାଇଛି କି? ବୁକ୍‌ କରିବାକୁ ଯାଉଛନ୍ତି କି? ତାହେଲେ ଆପଣଙ୍କ ପାଇଁ ବଢ଼ିଆ ସୁଯୋଗ। କାହିଁକିନା ଆପଣଙ୍କୁ ମାଗଣାରେ ମିଳିପାରେ ସିଲିଣ୍ଡର। ଖାଲି ଏତିକି ନୁହେଁ ବୁକ୍‌ କଲେ ଆପଣଙ୍କୁ କ୍ୟାସବ୍ୟାକ ବି ମିଳିବ। ଆପଣଙ୍କୁ ଏହି କ୍ୟାସବ୍ୟାକ ଦେଉଛି ପେଟିଏମ। ପେଟିଏମରୁ ଏଲପିଜି ସିଲିଣ୍ଡର…

କମ୍‌ ଟଙ୍କାରେ ଗ୍ୟାସ୍‌ ସିଲିଣ୍ଡର ବୁକିଂ କରିବାକୁ ଚାହୁଁଛନ୍ତି କି, ତେବେ ଡାଉନଲୋଡ୍‌ କରନ୍ତୁ ଏହି ଆପ୍‌

କରୋନା ମହାମାରୀ ଭିତରେ ମହଙ୍ଗା ଲୋକଙ୍କ ଜୀବନକୁ ପ୍ରଭାବିତ କରି ରଖିଛି। ଏହାରି ଭିତରେ ଗ୍ୟାସ ସିଲିଣ୍ଡରର ଦାମ୍‌ ଆକାଶ ଛୁଇଁଛି। କିନ୍ତୁ ଯଦି ଆପଣ ଶସ୍ତା ଦାମରେ ଗ୍ୟାସ ସିଲିଣ୍ଡର କିଣିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ପାଇଁ ଏକ ବଢ଼ିଆ ଅଫର ରହିଛି। ଏହି ଅଫର ଦେଉଛି ଡିଜିଟାଲ ପେମେଣ୍ଟ…

ଆଜି ଠାରୁ ୧୨୨ ଟଙ୍କା ଶସ୍ତା ହେଲା ଏଲପିଜି ସିଲିଣ୍ଡର, ଜୁନରୁ ବୁକିଙ୍ଗ୍‌ କରିବା ପୂର୍ବରୁ ଚେକ କରିନିଅନ୍ତୁ ନୂଆ…

ଏଲପିଜି ସିଲିଣ୍ଡରକୁ ନେଇ ଗ୍ରାହକଙ୍କୁ ସାମାନ୍ୟ ଆସ୍ୱସ୍ତି ଦେଲେ ସରକାର। ଆଜି ଠାରୁ ଅର୍ଥାତ୍‌ ଜୁନ୍ ୧ ତାରିଖରୁ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ହ୍ରାସ କରିଛନ୍ତି ସରକାର। ଆଇଓସି ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୧୨୨ ଟଙ୍କା ହ୍ରାସ ହୋଇଛି । ତେବେ ୧୪.୨ କିଲୋଗ୍ରାମର ଘରୋଇ…

ଏବେ କେବଳ ଗୋଟିଏ ମିସଡ୍‌ କଲ୍‌ କରି ପାଆନ୍ତୁ ଗ୍ୟାସ୍‌ ସିଲିଣ୍ଡର, ନମ୍ବର କଣ ଜାଣନ୍ତୁ

ନୂତନ ବର୍ଷରେ ଆପଣମାନଙ୍କ ପାଇଁ ଖୁସି ଖବର ଆଣିଛନ୍ତି ସରକାର। ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ବୁକ୍‌ ପାଇଁ ଏବେ ଆପଣଙ୍କୁ କଲ୍‌ କରିବାର ଆବଶ୍ୟକତା ପଡିବନି। କାହିଁକିନା ଏବେ ମାତ୍ର ଗୋଟିଏ ମିସଡ୍‌ କଲ୍‌ କଲେ ଆପଣଙ୍କ ଘରେ ପହଁଚିବ ଗ୍ୟାସ୍‌ ସିଲିଣ୍ଡର। ରାଜଧାନୀ ଭୁବନେଶ୍ୱର ସମେତ ସାରା ଦେଶର…