ପାଗଳ କୁକୁର କାମୁଡ଼ି ଥିବା ଗାଈର କ୍ଷୀର ପିଇ ଭୟଭୀତ ଗ୍ରାମବାସୀ, ଇଞ୍ଜେକ୍ସନ ନେବା ପାଇଁ ଲମ୍ବା ଲାଇନ
ଉମରକୋଟ: ପାଗଳ କୁକୁର କାମୁଡ଼ା ଗାଈର କ୍ଷୀର ପିଇ ଭୟଭୀତ ଗ୍ରାମବାସୀ । ଇଞ୍ଜେକ୍ସନ ନେବା ପାଇଁ ଲମ୍ବା ଲାଇନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଉପଖଣ୍ଡ ଚିକିତ୍ସଳୟରେ । ଉମରକୋଟ ସହରର ୧୨ ନମ୍ୱର ୱାର୍ଡର ଅଶ୍ରୁ ରାୟଙ୍କ ଗାଈକୁ କିଛି ଦିନ ପୂର୍ବେ ଏକ ପାଗଳ…