୨୧ରୁ ଅଧିକ ଲୋକଙ୍କୁ କାମୁଡ଼ି ଲହୁଲୁହାଣ କଲା ପାଗଳ କୁକୁର, ଯଶୀପୁର ଡାକ୍ତରଖାନାରେ ଭର୍ତ୍ତି

ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବଜାରରେ,ଆଜି ରାତି ୮ ଟା ସମୟରେ ଏକ ପାଗଳ କୁକୁର ଆତଙ୍କ ମଚାଇଛି। ରରୁଆଁ ଛକ ଠାରୁ ଆରମ୍ଭ କରି ଯଶୀପୁର ବଜାର ଭିତରେ ଲୋକଙ୍କୁ ଗଡ଼ାଇ ଗଡ଼ାଇ କାମୁଡ଼ିଛି ଏହି କୁକୁର ।

କରଞ୍ଜିଆ(କେନ୍ୟୁଜ୍):  ଆତଙ୍କ ମଚାଇଲା ପାଗଳ କୁକୁର,୨୧ ରୁ ଉର୍ଦ୍ଧ ଆକ୍ରମଣ ର ଶିକାର ,ଯଶିପୁର ଡାକ୍ତରଖାନାରେ ୨୧ ଜଣ ଚିକିତ୍ସାତ ହେଉଛନ୍ତି । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବଜାରରେ,ଆଜି ରାତି ୮ ଟା ସମୟରେ ଏକ ପାଗଳ କୁକୁର ଆତଙ୍କ ମଚାଇଛି। ରରୁଆଁ ଛକ ଠାରୁ ଆରମ୍ଭ କରି ଯଶୀପୁର ବଜାର ଭିତରେ ଲୋକଙ୍କୁ ଗଡ଼ାଇ ଗଡ଼ାଇ କାମୁଡ଼ିଛି ଏହି କୁକୁର ।

ସମସ୍ତ ଗୁରୁତର ମାନେ ଯଶୀପୁର ମେଡ଼ିକାଲରେ ଭର୍ତ୍ତି ହୋଇ ଭେକ୍ସିନ ନେଇ କିଛି ଲୋକ ଘରକୁ ଫେରି ଯାଇଥିବା ଦେଖିବାକୁ ମିଳିଛି। ସେପଟେ କୁକୁରକୁ ମାରିବା ପାଇଁ ସ୍ଥାନୀୟ ଲୋକେ ପ୍ରୟାସ ଜାରି ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.