Browsing Tag

mahadev temple

ବିଜ୍ଞାନ ବି ଖୋଜି ପାଇନି ଏହାର ରହସ୍ୟ, ଜାଣନ୍ତୁ ଦେଢ଼ ହଜାର ବର୍ଷ ପୁରୁଣା ଏହି ମନ୍ଦିରର ରହସ୍ୟ ସମ୍ପର୍କରେ

ଭାରତରେ ଏଭଳି ଅନେକ ମନ୍ଦିର ରହିଛି ଯାହା ଆଶ୍ଚର୍ଯ୍ୟରେ ପରିପୂର୍ଣ୍ଣ । ଏପରିକି ବିଜ୍ଞାନ ଆଜି ପର୍ଯ୍ୟନ୍ତ ଏହି ମନ୍ଦିରର ରହସ୍ୟ ଜାଣିପାରି ନାହିଁ । ଜବଲପୁରରେ ମଧ୍ୟ ଏକ ଏହିଭଳି ମନ୍ଦିର ଅଛି, ଯାହା ଚାରିମାସ ଯାଏଁ ପାଣିରେ ବୁଡ଼ି ରହିଥାଏ । ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହା ସତ୍ୱେ ମନ୍ଦିରର…

ନିଆରା ପରମ୍ପରା ସହ ଜଡିତ ଲଙ୍ଗଳେଶ୍ୱର ମହାଦେବଙ୍କ ପୀଠ, ଏଠି କାନ୍ଦୁଲ ସିଝା ସହ ମଦର ଲଗାଯାଏ ଭୋଗ

ପାହାଡ ପର୍ବତ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଗଜପତି ଜିଲ୍ଲା ନୂଆଗଡ ବ୍ଲକ ର ତିତିସିଂ ଗ୍ରାମ..ଏଠାରେ କେଉଁ ପୁରାତନ କାଳରୁ ପୂଜା ପାଇ ଆସୁଛନ୍ତି ବାବା ଲଙ୍ଗଳେଶ୍ୱର ମହାଦେବ। ପାହାଡିଆ ବଗଡ଼ ସବୁଜ ବନାନୀ ଘେରା ମଧ୍ୟରେ ରହିଥିବା ଏହି ଭବ୍ୟ ମନ୍ଦିର ଟି ଦେଖିବାକୁ ଯେତିକି ରମଣୀୟ ତାଠାରୁ…

ପ୍ରକୃତିର ତାଣ୍ଡବ ମହାଦେବଙ୍କ ସାମ୍ନାରେ ପଡିଲା ଫିକା, ପ୍ରଖର ଜଳସ୍ରୋତରେ ସେମିତି ରହିଲା ପଞ୍ଚବକତ୍ର ମନ୍ଦିର

ଉତ୍ତର ଭାରତରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରବଳ ବର୍ଷା ଫଳରେ ଭୂସ୍ଖଳନ ସହିତ ବନ୍ୟା ପାଣି ମାଡି ଆସି ଘରଦ୍ୱାରା, ରାସ୍ତା, ଯାନବାହନ ସବୁକିଛି ଭସାଇନେଇଛି । ହେଲେ ଭଗବାନଙ୍କ ଘରକୁ କିଛି କରିପାରିନି ପ୍ରକୃତି । ପ୍ରବଳ ଜଳପ୍ରବାହରେ ମଧ୍ୟ ସେମିତି ଠିଆ…

ଆଠଗଡ଼ର ଘଞ୍ଚ ଜଙ୍ଗଲ ମଧ୍ୟରେ ଅଛନ୍ତି ବାବା ସ୍ୱପ୍ନେଶ୍ୱର, ମନବାଞ୍ଛା ପୂରଣ ପାଇଁ ଏଠାକୁ ପ୍ରତିଦିନ ଆସନ୍ତି ଅନେକ ଭକ୍ତ

ଆଠଗଡ଼ରେ ରହିଛି ବାବା ସ୍ୱପ୍ନେଶ୍ୱରଙ୍କ ମନ୍ଦିର। ପାତାଳ ଫୁଟା ଏହି ଶୈବ ପୀଠଟି ପୂର୍ବାଭି ମୁଖୀ ହୋଇ ରହିଛି। ଅନେକ ଏହାକୁ ଅଷ୍ଟଶମ୍ଭୁ ଙ୍କ ମଧ୍ୟରେ ବଡ଼ ଭାଇଙ୍କ ଆଖ୍ୟା ଦେଇଛନ୍ତି। ପ୍ରଭୁ ଧବଳେଶ୍ୱରଙ୍କ ନିକଟରେ ଏହି ମନ୍ଦିରଟି ଅଛି। ବାବାଙ୍କୁ ନେଇ ଲୋକଙ୍କର ରହିଛି ପ୍ରଗାଢ଼ ବିଶ୍ୱାସ।…

କର୍ଣ୍ଣଙ୍କ ନଗରୀରେ ଅବସ୍ଥିତ କରନାଓ୍ଵଦଙ୍କ ପ୍ରାଚୀନ କର୍ଣ୍ଣେଶ୍ୱର ମନ୍ଦିର, ଜାଣନ୍ତୁ କ’ଣ ରହିଛି ରହସ୍ୟ

ମାଳବାଂଚଳରେ ପାଣ୍ଡବ ଏବଂ କୈାରବମାନେ ଅନେକ ମନ୍ଦିର ନିର୍ମାଣ କରିଥିଲେ। ଏହିସବୁ ମନ୍ଦିର ମଧ୍ୟରୁ ଗୋଟିଏ ହେଉଛି ସେଂଧଲ ନଦୀ କୂଳରେ ବିରାଜିତ କର୍ଣ୍ଣେଶ୍ୱର ମହାଦେବ ମନ୍ଦିର। କରନାଓ୍ଵଦ ନଗରର ରାଜା କର୍ଣ୍ଣ ଏଠାରେ ବସି ଗ୍ରାମବାସୀଙ୍କୁ ଦାନ ଦେଉଥିଲେ। ଏହିକାରଣରୁ ଏହି ମନ୍ଦିରର ନାଁ…