ଯା’ର କୃପା ବିନା ପତ୍ର ହଲେନା ସେ ହେଉଛି କାଳିଆ ସୁନା: ପ୍ରବଳ ବର୍ଷାରେ ବି ବଡ଼ ଦେଉଳ ଚୂଡ଼ାରେ ଜଳିଲା ମହାଦୀପ
ପୁରୀ(କେନ୍ୟୁଜ୍): ରଥଯାତ୍ରା ବେଳେ ଅଲୌକିକ ଘଟଣା। ପ୍ରବଳ ବର୍ଷାରେ ବି ଜଳିଲା ମହାଦୀପ। ଆଡପ ମଣ୍ଡପ ପହଣ୍ଡି ପରେ ଗତକାଲି ହରିଶୟନ ଏକାଦଶୀ ଅବସରରେ ଦେଖିବାକୁ ମିଳିଥିଲା ଚମତ୍କାର। ଏକାଦଶୀ ନୀତି ଅନୁଯାୟୀ ଶ୍ରୀମନ୍ଦିର ଚୂଡାରେ ମହାଦୀପ ଉଠିବା ସମୟରେ ହୋଇଥିଲା ପ୍ରବଳ ବର୍ଷା। କିନ୍ତୁ…