Browsing Tag

mahashivratri

କୋଭିଡ୍‌ କଟକଣାରେ ରାଜ୍ୟର ବିଭିନ୍ନ ଶୈବପୀଠରେ ଆସନ୍ତାକାଲି ହେବ ଜାଗର ଯାତ୍ରା, ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ…

ଭୁବନେ‌ଶ୍ୱର: ଆସନ୍ତାକାଲି ମହାଶିବରାତ୍ରି । କୋଭିଡ୍‌ କଟକଣା ଭିତରେ ରାଜ୍ୟର ବିଭିନ୍ନ ଶୈବପୀଠ ଗୁଡ଼ିକରେ ଅନୁଷ୍ଠିତ ହେବ ଜାଗର ଯାତ୍ରା । କେଉଁଠି ବିନା ଭକ୍ତ ତ କେଉଁଠି ଅଳ୍ପ ସଂଖ୍ୟକ ଭକ୍ତ କରିପାରିବେ ଠାକୁର ଦର୍ଶନ । ରାତି ୧୦ଟାରେ ଲିଙ୍ଗରାଜଙ୍କଠାରେ ମହାଦୀପ ଉଠିବା ନେଇ ନିଷ୍ପତ୍ତି…

ଆଉ ଦିନକ ପରେ ମହାଶିବରାତ୍ରି: ବିବାଦ ମଝିରେ ଅଟକି ରହିଛି ଲିଙ୍ଗରାଜ ଓ କପିଳନାଥଙ୍କ ଭେଟଘାଟ ହେବାର ପରମ୍ପରା

ଭୁବନେଶ୍ବର: ଆଉ ଦିନକ ପରେ ମହାଶିବରାତ୍ରି । ମହାପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି ପାଳନ ପାଇଁ ମନ୍ଦିର ପ୍ରଶାସନର ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଛି। ଶିବରାତ୍ରି ସମୟରେ ଲିଙ୍ଗରାଜ ଓ କପିଳନାଥଙ୍କ ଭେଟଘାଟ ହେବାର ପରମ୍ପରା ରହିଛି। ତେବେ ବାରମ୍ବାର ଏଥିରେ ବ୍ୟତିକ୍ରମ ହୋଇଛି। ସମନ୍ଵୟ…

ମହାଶିବରାତ୍ରିରେ ନିଶ୍ଚୟ କରନ୍ତୁ ଏହି କାମ, ମହାଦେବ ପ୍ରସନ୍ନ ହୋଇ ପୂରଣ କରିବେ ସବୁ ମନୋସ୍କାମନା

ମହାଶିବରାତ୍ରି ହେଉଛି ହିନ୍ଦୁମାନଙ୍କର ଏକ ବଡ଼ ପର୍ବ। ଶିବରାତ୍ରି ଭଗବାନ ଶିବଙ୍କୁ ସମର୍ପିତ। ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରି ପର୍ବ ପାଳନ କରାଯାଏ। ଚଳିତବର୍ଷ ୧୧ ମାର୍ଚ୍ଚ ୨୦୨୧ ଗୁରୁବାର ଦିନ ପଡ଼ୁଛି ମହାଶିବରାତ୍ରି। ଚତୁର୍ଦ୍ଦଶୀ ତିଥି ୧୧ ମାର୍ଚ୍ଚ ଦିନ…

ଜାଣନ୍ତୁ କାହିଁକି ପାଳନ କରାଯାଏ ମହାଶିବରାତ୍ରୀ, କଣ ରହିଛି ଏହାର ମହତ୍ତ୍ୱ

ପ୍ରତ୍ୟେକ ମାସରେ ଚର୍ତୁଦଶୀ ତିଥିରେ ଶିବରାତ୍ରୀ ପଡିଥାଏ କିନ୍ତୁ ଫାଲଗୁନ କୃଷ୍ଣପକ୍ଷକ୍ଷର ଚର୍ତୁଦଶୀକୁ ମହାରାତ୍ରୀ କୁହାଯାଇଥାଏ। ମହାଶିବରାତ୍ରୀ ଦିନ ଶିବଙ୍କ ଭକ୍ତ ଗଙ୍ଗାଜଳରେ ଭଗବାନ ଶିବଙ୍କର ଅଭିଷେକ କରିଥାନ୍ତି। ଏହିଦିନ ବ୍ରତ ରଖିବା ମହିଳାମାନଙ୍କ ପାଇଁ ଏକ ଖାସ୍‌ ମହତ୍ତ୍ୱ ରଖିଥାଏ।…

ମହାଶିବରାତ୍ରୀ : ଶିବଲିଙ୍ଗ ଉପରେ ଭୁଲରେ ବି ଚଢାନ୍ତୁ ନାହିଁ ଏହି ୫ଟି ଜିନିଷ, ନଚେତ. . .

ଶିବ ଭକ୍ତମାନେ ଶିବରାତ୍ରୀର ଅପେକ୍ଷା କରିଥାନ୍ତି କାରଣ ଏହି ପର୍ବ କୁ ସେମାନେ ବଡ଼ ଧୂମଧାମର ସହ ପାଳନ କରିଥାନ୍ତି। ଚଳିତ ବର୍ଷ ୪ମାର୍ଚ୍ଚରେ ପଡ଼ୁଥିବା ମହାଶିବରାତ୍ରୀର ପ୍ରସ୍ତୁତି କାର୍ଯ୍ଯ ଭକ୍ତମାନେ ଆଜିଠାରୁ ଆରମ୍ଭ କରିସାରିଲେଣି। କୁହାଯାଇଥାଏ ଏହି ଦିନ ଭଗବାନ ଶିବଙ୍କର ପୂଜା ଆରାଧନା…