Below header
Browsing Tag

maheshwar mohanty

ପୁରୀ ଅଭିମୁଖେ ମହେଶ୍ବରଙ୍କ ପାର୍ଥିବ ଶରୀର, ସ୍ବର୍ଗଦ୍ବାରରେ ହେବ ଶେଷକୃତ୍ୟ

ପୁରୀ (କେନ୍ୟୁଜ): ମହାଯାତ୍ରାରେ ମହେଶ୍ବର । ପୁରୀ ଅଭିମୁଖେ ମହେଶ୍ବର ମହାନ୍ତିଙ୍କ ପାର୍ଥିବ ଶରୀର। ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ କରାଯିବ। ଶଙ୍ଖ ଭବନରେ ଶେଷ ଦର୍ଶନ କରି ମରଶରୀରରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଧାନସଭାରେ ମହେଶ୍ବର ମହାନ୍ତିଙ୍କୁ…

ମହାଯାତ୍ରାରେ ମହେଶ୍ବର, ଶଙ୍ଖ ଭବନରେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ଓ ଦଳୀୟ ନେତା

ଭୁବନେଶ୍ୱର (କେନ୍ୟୁଜ): ମହାଯାତ୍ରାରେ ମହେଶ୍ବର । ଶଙ୍ଖ ଭବନରେ ମହେଶ୍ବର ମହାନ୍ତିଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଦଳର ବରିଷ୍ଠ ନେତା ଓ କର୍ମକର୍ତ୍ତା ମହେଶ୍ୱରଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି । ଶଙ୍ଖ ଭବନରେ ଶେଷ ଦର୍ଶନ ପରେ ତାଙ୍କର…

ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ବିୟୋଗ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜଣେ ଲୋକପ୍ରିୟ ଜନନେତା ଭାବେ ସୁନାମ ଅର୍ଜନ କରିଥିଲେ। ଜଣେ ଦକ୍ଷ ସଙ୍ଗଠକ ଭାବେ ସେ ସୁନାମ ଅର୍ଜନ କରିଥିଲେ। ରାଜ୍ୟର ବିକାଶରେ ତାଙ୍କର…

ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ

ଭୁବନେଶ୍ବର (କେନ୍ୟୁଜ):  ଆଉ ନାହାନ୍ତି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି ।  ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୬୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଭୋର ୩ଟା ୨୫ ମିନିଟରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଅସୁସ୍ଥତା…

ମହେଶ୍ବର ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର, ସୂଚନା ଦେଲେ ପୁଅ

ଭୁବନେଶ୍ୱର (କେନ୍ୟୁଜ): ମହେଶ୍ବର ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଏନେଇ ପୁଅ ସୁନୀଲ ମହାନ୍ତିଙ୍କ ପ୍ରତିକ୍ରିୟା ମିଳିଛି । ଜଗନ୍ନାଥଙ୍କ ଆର୍ଶୀବାଦ ରହିଛି ଲୋକଙ୍କ ଭଲ ପାଇବା ରହିଛି ବାପାଙ୍କ ଦେହ ଭଲ ହୋଇଯିବ ବୋଲି ପୁଅ ସୁନୀଲ ମହାନ୍ତି କହିଛନ୍ତି। ଅକ୍ଟୋବର ୩୧ ତାରଖ…