Below header
Browsing Tag

mahodadhi arati

ପୁରୀରେ ଅନୁଷ୍ଠିତ ହେଲା ପଞ୍ଚଦଶ ବାର୍ଷିକ ମହୋଦଧି ଆଳତୀ, ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ କଲେ ସମୁଦ୍ରକୁ ବନ୍ଦାପାନ

କେନ୍ୟୁଜ୍(ବ୍ୟୁରୋ):  ପୁରୀରେ ମହୋଦଧି ଆଳତି । ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି ପଞ୍ଚଦଶ ବାର୍ଷିକ ମହୋଦଧି ଆଳତୀ । ଏଥିରେ ପୁରୀ ଗୋବର୍ଦ୍ଧନ ମଠର ମଠାଧିଶ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସହ ରାଜ୍ୟ ଓ ରାଜ୍ୟ ବାହାର ବିଭିନ୍ନ…

ଶେଷ ହୋଇଛି ତ୍ରୟୋଦଶ ବାର୍ଷିକ ମହୋଦଧି ଆରତୀ, ଯୋଗ ଦେଲେ ବିଭିନ୍ନ ମଠର ସାଧୁସନ୍ଥ

ପୁରୀ: ଶେଷ ହୋଇଛି ତ୍ରୟୋଦଶ ବାର୍ଷିକ ମହୋଦଧି ଆରତୀ । ଜଗଦଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସହ ଗଜପତି ମହାରାଜା ଓ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ ମହୋଦଧି ବନ୍ଦାପନା ସହ ଆରତୀ କରିଛନ୍ତି । ପ୍ରତିବର୍ଷ ପୌଷ ପୂର୍ଣ୍ଣିମାରେ ମହୋଦଧି ଆରତୀ କରାଯାଏ । ସକାଳେ ନାମ ସଙ୍କୀର୍ତ୍ତନ,…