ମାଉସିମା ଛକରେ ବୋମା ଫୁଟିବା ଘଟଣା, ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୨ ଗିରଫ
ଭୁବନେଶ୍ୱର : ମାଉସିମା ଛକରେ ବୋମା ଫୁଟିବା ଘଟଣାରେ ଦୁଇ ଜଣଙ୍କୁ କାବୁ କଲା କମିଶନରେଟ୍ ପୋଲିସ । ମୁଖ୍ୟ ଅଭିଯୁକ୍ତ ସମେତ ୨ ଗିରଫ । ଗିରଫ ଅଭିଯୁକ୍ତ ଗୋପୀନାଥ ରାଉତ ଓ ପ୍ରିୟବ୍ରତ ସ୍ବାଇଁ । ବୋମା ଫୁଟାଇଥିବା କାହ୍ନା ନାୟକ ସହ ଆସିଥିଲେ । ଏବେ କାହ୍ନା ଚିକିତ୍ସିତ ହେଉଛନ୍ତି । ମଦ…